ଆଲାହାବାଦ ସହରର ଦର୍ଶନୀୟ ସ୍ଥାନ ମାନଙ୍କର ତାଲିକା ଓ ବିବରଣୀ
From Wikipedia, the free encyclopedia
ଆଲାହାବାଦ, ଭାରତୀୟ ରାଜ୍ୟ ଉତ୍ତର ପ୍ରଦେଶର ଏକ ଐତିହାସିକ ସହର ଓ ଭାରତର ଏକ ପ୍ରମୁଖ ପର୍ଯ୍ୟଟକ ଓ ତୀର୍ଥ ସ୍ଥଳ । ଏହା ବିଶ୍ୱର ଏକ ସର୍ବପୁରାତନ ଐତିହ ସମ୍ପର୍ଣ୍ଣ ସହର । ଏହାର ସ୍ଥାପନ ପରେ ଏଠାରେ ମଧ୍ୟପ୍ରସ୍ତ ସମୟରୁ ଆରମ୍ଭ କରି ମୋଗଲ ଓ ବ୍ରିଟିଶ ଶାସନ କାଳରେ ଏଠାରେ ଅନେକ ମୁଖ୍ୟ ସ୍ଥାପତ୍ୟମାନ ନିର୍ମିତ ହେଇଥିଲା । ଏହା ହିନ୍ଦୁ ଧର୍ମର ସର୍ବପୁରାତନ ମନ୍ଦିର ସହ ଗଙ୍ଗା ଓ ଯମୁନା ନଦୀର ସଙ୍ଗମ ସ୍ଥଳରେ ଅନେକ ହିନ୍ଦୁ ମନ୍ଦିର ଥିବା ସହ ଏହା ହିନ୍ଦୁ ଧର୍ମାବଲମ୍ବୀମାନଙ୍କ ପାଇଁ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ତୀର୍ଥ ଭାବରେ ସାରା ଭାରତରୁ ଦୈନିକ ବହୁ ସଂଖ୍ୟାରେ ଯାତ୍ରୀଙ୍କୁ ଆକର୍ଷିତ କରିଥାଏ । ଶିକ୍ଷା କ୍ଷେତ୍ରରେ ଆଲାହାବାଦର ଭୂମିକା ବ୍ରିଟିଶ ଅମଳରୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ରହିଆସିଛି ।
ତଳେ ଆଲାହାବାଦର ମୁଖ୍ୟ ଆକର୍ଷଣ ମାନଙ୍କ ତାଲିକା ପ୍ରଦତ୍ତ ।