![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/a/ad/Anand_Bhawan%252C_Allahabad.jpg/640px-Anand_Bhawan%252C_Allahabad.jpg&w=640&q=50)
ଆନନ୍ଦ ଭବନ
From Wikipedia, the free encyclopedia
25.459376°N 81.8599815°E / 25.459376; 81.8599815
Quick Facts ସ୍ଥାପିତ, ଅବସ୍ଥାନ ...
Close
- Swaraj Bhavan, the older building which had the same name ସହିତ ଭ୍ରମିତ ହେବେନି !
ଆନନ୍ଦ ଭବନ ଭରତର ରାଜଧାନୀ ନୂଆ ଦିଲ୍ଲୀଠାରେ ଅବସ୍ଥିତ ଏକ ଜାତୀୟ ସଂଗ୍ରହାଳୟ । ଏହା ଏକ ଏଇତିହାସିକ ଗୃହ ଓ ନେହେରୁ ପରିବାରର ବାସ ଗୃହ ଥିଲା । ଦେଶର ରାଜନୈତିକ ନେତା ମୋତିଲାଲ ନେହେରୁ 1930 ମସିହାରେ ଏହାକୁ ନିର୍ମାଣ କରିଥିଲେ । ପ୍ରଥମେ ପ୍ରାକ-ସ୍ୱାଧୀନତା କଳାରେ ଏହାକୁ ସ୍ୱରାଜ ଭବନ କୁହାଯାଉଥିଲା । 3 ପିଢୀର ନେହେରୁ ପରିବାର ଏଠାରେ ରହୁଥିଲେ । ଏକଦା ଏହା ଭାରତୀୟ ଜାତୀୟ କଂଗ୍ରେସର ମୁଖ୍ୟାଳୟ ମଧ୍ୟ ଥିଲା । ବର୍ତ୍ତମାନ ଏହା ସଂଗ୍ରହାଳୟ ହେଲା ପରେ ଏଠାରେ ଜବାହାର ପ୍ଲାନେତରିଆମ ରହି ବିଜ୍ଞାନ ଓ ମହାକାଶ ନିରୀକ୍ଷୟନ କାର୍ଯ୍ୟରେ ବ୍ୟବହାର ହୁଏ ।
1970 ମସିହାରେ ତତ୍କାଳୀନ ପ୍ରଧାନ ମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଆନନ୍ଦ ଭବନକୁ ଜାତି ଉଦେଶ୍ୟରେ ପ୍ରଦାନ କରିଥିଲେ । ଏହା ସେହି ଦିନରୁ ଜାତୀୟ ସମ୍ପତ୍ତି ଭାବରେ ସଂଗ୍ରହାଳୟ ଭାବରେ ରହିଛି । [1]