![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/c/cc/Isotretinoin_structure.svg/langor-640px-Isotretinoin_structure.svg.png&w=640&q=50)
ଆଇସୋଟ୍ରେଟିନଏନ
ବ୍ରଣ ରୋଗର ଚିକିତ୍ସା ନିମନ୍ତେ ଦିଆଯାଏ । / From Wikipedia, the free encyclopedia
ଆଇସୋଟ୍ରେଟିନଏନ, ଏକ ବିକ୍ରୟ ନାମ Accutane, ମୁଖ୍ୟତଃ ଭୟଙ୍କର ବ୍ରଣର ଚିକିତ୍ସା ପାଇଁ ବ୍ୟବହୃତ ହେଉଥିବା ଏକ ଔଷଧ | [3] ନିର୍ଦ୍ଦିଷ୍ଟ ଭାବରେ ଏହା ନୋଡୁଲାର ବ୍ରଣ ପାଇଁ ବ୍ୟବହୃତ ହୁଏ ଯାହା ଅନ୍ୟ ଚିକିତ୍ସାରେ ଉନ୍ନତି ହୋଇନଥାଏ | [4] ସୋରିୟାସିସ୍, ଇକଥିଓସିସ ଏବଂ କେତେକ କର୍କଟ ରୋଗର ଚିକିତ୍ସାରେ ମଧ୍ୟ ଏହି ଔଷଧ ଦିଆଯାଏ | [4] ଏହା ପାଟିରେ ଦିଆଯାଏ କିମ୍ବା ଚର୍ମରେ ପ୍ରୟୋଗ କରାଯାଏ | [4] [5]
![]() | |
![]() | |
Clinical data | |
---|---|
Pronunciation | See note at tretinoin |
Trade names | Accutane, Roaccutane, others[1] |
Synonyms | 13-cis-retinoic acid |
AHFS/Drugs.com | monograph |
MedlinePlus | a681043 |
data |
|
Pregnancy category |
|
Routes of administration | By mouth, topical |
Legal status | |
Legal status |
|
Pharmacokinetic data | |
Bioavailability | Variable |
Protein binding | 99.9% |
Metabolism | Liver |
Elimination half-life | 10–20 hours |
Excretion | Kidney and fecal |
Identifiers | |
IUPAC name
| |
ECHA InfoCard | 100.022.996 ![]() |
Chemical and physical data | |
Formula | C20H28O2 |
Molar mass | ୩୦୦.୪୪ g·mol−1 |
3D model (JSmol) | |
SMILES
| |
InChI
| |
(verify) |
Clinical data | |
---|---|
Pronunciation | See note at tretinoin |
Trade names | Accutane, Roaccutane, others[2] |
Other names | 13-cis-retinoic acid |
AHFS/Drugs.com | Monograph |
MedlinePlus | a681043 |
License data |
|
Pregnancy category |
|
Routes of administration |
By mouth, topical |
Drug class | Retinoid[3] |
Legal status | |
Legal status |
|
Pharmacokinetic data | |
Bioavailability | Variable |
Protein binding | 99.9% |
Metabolism | Liver |
Elimination half-life | 10–20 hours |
Excretion | Kidney and fecal |
Identifiers | |
IUPAC name
| |
Chemical and physical data | |
Formula | C20H28O2 |
Molar mass | 300.442 g·mol−1 |
3D model (JSmol) | |
SMILES
| |
InChI
| |
(verify) |
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଓଠ ପ୍ରଦାହ, ଉଚ୍ଚ ରକ୍ତ ଟ୍ରାଇଗ୍ଲାଇସରାଇଡ୍, ଗଣ୍ଠି ଯନ୍ତ୍ରଣା ଏବଂ ମାଂସପେଶୀ ଯନ୍ତ୍ରଣା ହୋଇପାରେ | [3] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଯୌନ ସମସ୍ୟା, ସୂର୍ଯ୍ୟକିରଣର ସମ୍ବେଦନଶୀଳତା, କେଶହାନୀ ଏବଂ ମାନସିକ ସ୍ୱାସ୍ଥ୍ୟ ସମସ୍ୟା ହୋଇପାରେ | [5] ଇସୋଟ୍ରେଟିନୋଏନ ଯୋଗୁ ଜନ୍ମ ତୃଟି ହୋଇପାରେ ଏବଂ ଚିକିତ୍ସା ଆରମ୍ଭ କରିବାର ଏକ ମାସ ପୂର୍ବରୁ ପ୍ରଭାବଶାଳୀ ଜନ୍ମ ନିୟନ୍ତ୍ରଣ ଆବଶ୍ୟକ | [6] ଏହା ଏକ ରେଟିନଏଡ ଅର୍ଥାତ୍ ଏହା ଭିଟାମିନ୍ ଏ ଏବଂ ଟ୍ରେଟିନୋଇନ୍ ସହିତ ଜଡିତ | [4] ସେବାସେଅସ ଗ୍ରନ୍ଥିର କାର୍ଯ୍ୟକୁ ପରିବର୍ତ୍ତନ କରି ଏହା କାର୍ଯ୍ୟକ୍ଷମ ହୁଏ ବୋଲି ବିଶ୍ୱାସ କରାଯାଏ | [4]
ଏହା ୧୯୬୯ ମସିହାରେ ପେଟେଣ୍ଟ ହୋଇଥିଲା ଏବଂ ୧୯୮୨ ମସିହାରେ ଚିକିତ୍ସା ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା [7] ଅନେକ ଜେନେରିକ୍ ନାମରେ ଏହା ଉପଲବ୍ଧ ଥିବାବେଳେ ମୂଳ ବ୍ରାଣ୍ଡ ନାମ ୨୦୦୯ରେ କମ୍ ବିକ୍ରୟ ଏବଂ ଏକାଧିକ ପାର୍ଶ୍ୱ ପ୍ରତିକ୍ରିୟାର ମକଦ୍ଦମା ହେତୁ ବନ୍ଦ ହୋଇଯାଇଥିଲା | [8] ଯୁକ୍ତରାଷ୍ଟ୍ର ଏବଂ ଯୁକ୍ତରାଜ୍ୟରେ ଔଷଧ ବ୍ୟବହାର କରିବା ସମୟରେ ମହିଳାମାନଙ୍କର ଗର୍ଭବତୀ ହେବାର ଆଶଙ୍କା ହ୍ରାସ କରିବାକୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ରହିଛି | [3] [5] ଯୁକ୍ତରାଜ୍ୟରେ ଗୋଟିଏ ମାସ ପାଇଁ ଦୈନିକ ୨୦ ମିଗ୍ରା ନିମନ୍ତେ ମୂଲ୍ୟ ବାବଦ ଏନଏଚଏସର ପ୍ରାୟ ୧୭ ପାଉଣ୍ଡ ଖର୍ଚ୍ଚ ହୁଏ | [6]