![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/7/78/Alaka_Mohanty.jpg/640px-Alaka_Mohanty.jpg&w=640&q=50)
ଅଳକା ମହାନ୍ତି
ଓଡ଼ିଆ ରାଜନୀତିଜ୍ଞ / From Wikipedia, the free encyclopedia
ଅଳକା ମହାନ୍ତି (ଜନ୍ମ: ୫ ମଇ ୧୯୬୭) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟିକା ଭାବରେ କାର୍ଯ୍ୟ କରୁଛନ୍ତି । ୨୦୨୨ ମସିହାରେ ବ୍ରଜରାଜନଗର ବିଧାନ ସଭା ନିର୍ବାଚନ ମଣ୍ଡଳୀରେ ହୋଇଥିବା ଉପ-ନିର୍ବାଚନରେ ସେ ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[1][2]
Quick Facts ଅଳକା ମହାନ୍ତି, ବିଧାୟିକା: ୧୬ଶ ଓଡ଼ିଶା ବିଧାନ ସଭା ...
ଅଳକା ମହାନ୍ତି | |
---|---|
![]() | |
ବିଧାୟିକା: ୧୬ଶ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୩ ଜୁନ ୨୦୨୨ – ଏବେଯାଏଁ | |
ପୂର୍ବ ଅଧିକାରୀ | କିଶୋର କୁମାର ମହାନ୍ତି |
ନିର୍ବାଚନ ମଣ୍ଡଳୀ | ବ୍ରଜରାଜନଗର |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | (1967-05-05) ୫ ମଇ ୧୯୬୭ (ବୟସ ୫୭) |
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ବିଜୁ ଜନତା ଦଳ |
ଜୀବନ ସାଥୀ | କିଶୋର କୁମାର ମହାନ୍ତି |
ବାପା/ବୋଉ | ନବୀନ ଚନ୍ଦ୍ର ପଟ୍ଟନାୟକ (ବାପା) |
ବୃତ୍ତି | ରାଜନୀତିଜ୍ଞ |
Close