ଅମରପୋଇ
ଗୁଳ୍ମ ଜାତୀୟ ସପୁଷ୍ପକ ଉଦ୍ଭିଦ / From Wikipedia, the free encyclopedia
ଅମର ପୋଇ (ଉଦ୍ଭିଦିକ ନାମ - Kalanchoe pinnata ବା Bryophyllum calycinum ବା Bryophyllum pinnatum) ହେଉଛି ଏକ ଗୁଳ୍ମ ଜାତୀୟ ସପୁଷ୍ପକ ଉଦ୍ଭିଦ, ଯାହା ଓଡ଼ିଶା ତଥା ଭାରତର ପ୍ର।ୟ ସମସ୍ତ ରାଜ୍ୟରେ ଦେଖାଯାଏ । ଏହାର ଉତ୍ପତ୍ତିସ୍ଥଳ ମାଡ଼ାଗାସ୍କର ବୋଲି ଧରାଯାଏ। ଏଇ ଗଛର ପତ୍ରରୁ ନୂଆ ଗଛ ଜନ୍ମ ନେଇଥାଏ । ଏଇ ଗୁଣ ପାଇଁ ଏହା ଅନ୍ୟ ଗଛମାନଙ୍କଠାରୁ ସ୍ୱତନ୍ତ୍ର ।
Quick Facts ଅମର ପୋଇ, ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ ...
ଅମର ପୋଇ | |
---|---|
ଅମରପୋଇ ପତ୍ରରୁ ଜାତ ନୂତନ ଗଛ | |
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ | |
ଜଗତ: | Plantae |
ଅଶ୍ରେଣୀକୃତ: | Angiosperms |
ଅଶ୍ରେଣୀକୃତ: | Eudicots |
ଅଶ୍ରେଣୀକୃତ: | Core eudicots |
ଗଣ: | Saxifragales |
କୁଳ: | Crassulaceae |
ପ୍ରଜାତି: | Kalanchoe |
ବିଭାଗ: | Bryophyllum |
ଜାତି: | K. pinnata |
ବାଇନୋମିଆଲ ନାମ | |
Kalanchoe pinnata (Lam.) Pers. | |
Synonyms | |
Bryophyllum pinnatum (Lam.) Oken |
Close
ଘର ଭିତରେ ରଖାଯାଉଥିବା କେତୋଟି ଲୋକପ୍ରିୟ ଗଛ ଭିତରୁ ଏହା ଅନ୍ୟତମ ।