From Wikipedia, the free encyclopedia
[[Category:Lua error in package.lua at line 80: module 'Module:Pagetype/disambiguation' not found. with short description]]
ଅନନ୍ତନାଗ
Anantnag اننت ناگ | |
---|---|
ସହର | |
ଦେଶ | ଭାରତ |
ରାଜ୍ୟ | Jammu and Kashmir |
ଜିଲ୍ଲା | ଅନନ୍ତନାଗ |
ସ୍ଥାପନା | 5000 BCE |
Area | |
• ସମୁଦାୟ | 2,917 km2 (1,126 sq mi) |
Elevation | 1,601 m (5,253 ft) |
Population (୨୦୧୧) | |
• Total | ୧,୦୮,୫୦୫ |
• Density | 37/km2 (96/sq mi) |
ଭାଷା | |
• ସରକାରୀ | ଉର୍ଦ୍ଦୁ[1] |
• ଆଞ୍ଚଳିକ | କାଶ୍ମିରୀ |
Time zone | UTC+୫:୩୦ (IST) |
ପିନ୍ | |
ଟେଲିଫୋନ କୋଡ଼ | ୦୧୯୩୨ |
ଯାନବାହାନ ପଞ୍ଚୀକରଣ | JK 03 |
Sex ratio | 1000 ♂/927♀ |
ସାକ୍ଷରତା | ୬୨.୬୯% |
Website | anantnag |
ଅନନ୍ତନାଗ (ଉର୍ଦ୍ଦୁ: اننت ناگ /əˈnæntˌnæg/ or /-nɑːg/ listen (help·info); Kashmiri: [anaṁtnāg] Error: {{Lang}}: text has italic markup (help); lit. "Countless springs")[2] ଏକ ଭାରତୀୟ ସହର ଅଞ୍ଚଳ କମିଟି (Town Area Committee) ଅଟେ । ଏହା ଜମ୍ମୁ ଓ କଶ୍ମୀରର ଅନନ୍ତନାଗ ଜିଲ୍ଲାରେ ଅବସ୍ଥିତ ।
ଅନନ୍ତନାଗ ୩୩.୭୨୯୯ ଉତ୍ତର ଅକ୍ଷାଂଶ ଓ ୭୫.୧୫୧୭ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୫୨୫୨ ଫୁଟ ଉଚ୍ଚତାରେ ରହିଛି ।[3]
୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଅନନ୍ତନାଗ ସହରର ମୋଟ ଜନସଂଖ୍ୟା ୬୩୪୩୭ ଅଟେ ।[4] ସେଥି ମଧ୍ୟରୁ ୫୪.୮୨% ଜଣ ପରୁଷ ହୋଇଥିବା ବେଳେ ୪୫.୧୮% ଜଣ ନାରୀ ଅଟନ୍ତି । ଅନନ୍ତନାଗର ସାକ୍ଷରତା ହାର ୫୯.୭୬% ଅଟେ । ଏହା ଜାତୀୟ ହାରଠାରୁ ୫.୦୮% ପ୍ରତିଶତ କମ ଅଟେ । ସେଥିରୁ ୩୭.୬୧% ପ୍ରତିଶତ ପୁରୁଷ ଓ ୨୨.୧୫% ନାରୀ ଅଟନ୍ତି । ୧୦.୧୩% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[4]
ଉର୍ଦ୍ଦୁ, ଅନନ୍ତନାଗର ସରକାରୀ ଭାଷା ଅଟେ ।
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.