ଦକ୍ଷିଣ ଏସିଆରେ କୁହାଯାଉଥିବା ଭାଷା From Wikipedia, the free encyclopedia
ଉର୍ଦ୍ଦୁ ଭାଷା ଭାରତ ଓ ପାକିସ୍ଥାନ ଉଭୟ ଦେଶରେ ସ୍ୱୀକୃତି ପ୍ରାପ୍ତ ଏକ ସରକାରୀ ଭାଷା । ଏହାର ଶବ୍ଦକୋଷ ପାରସୀ ଭାଷା, ଆରବୀ ଭାଷା ଓ ଟର୍କିସ ଭାଷାଦ୍ୱାରା ବିକଶିତ ହୋଇଛି । ମୋଗଲ ସାମ୍ରାଜ୍ୟ ସମୟରେ ୧୫୨୬- ୧୮୫୮ ସମୟ ମଧ୍ୟରେ ଦକ୍ଷିଣ ଏସିଆରେ ଏହାର ବିକାଶ ହୋଇଥିଲା ।
Urdu | |
---|---|
اردو | |
ଉଚ୍ଚାରଣ | Hindustani: [ˈʊrd̪u] |
Native to | ପାକିସ୍ଥାନ, ଭାରତ |
ମାତୃଭାଷୀ | ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।[1] Hindi-Urdu: 490 million[2] |
Urdu alphabet (Nastaʿlīq script), other | |
ଆଧିକାରିକ ସ୍ଥିତି | |
କେଉଁଠି ରାଜଭାଷା: | Pakistan India (states of ଜମ୍ମୁ ଓ କାଶ୍ମୀର, ଆନ୍ଧ୍ର ପ୍ରଦେଶ, ଉତ୍ତର ପ୍ରଦେଶ, ଦିଲ୍ଲୀ) |
Regulated by | National Language Authority (Pakistan); National Council for Promotion of Urdu Language[4] (India) |
ଭାଷା କୋଡ୍ | |
ISO ୬୩୯-୧ | ur |
ISO ୬୩୯-୨ | urd |
ISO ୬୩୯-୩ | urd |
Linguasphere | 59-AAF-q (with Hindi, |
Areas where Urdu is official or coofficial
(Other) areas where Hindi is official | |
ମୁସଲମାନ ଶାସକ ଓ ଧର୍ମପ୍ରଚାରକମାନେ କାଳକ୍ରମେ ହିନ୍ଦୁମାନଙ୍କ ଯୋଗ ଓ ବେଦାନ୍ତ ପ୍ରଭୃତି ଦର୍ଶନଶାସ୍ତ୍ର, ଚିକିତ୍ସାଶାସ୍ତ୍ର ଓ ଜ୍ୟୋତିଷଶାସ୍ତ୍ର ଅଧ୍ୟୟନ ପ୍ରତି ଆକୃଷ୍ଟ ହୋଇଥିଲେ । ଏ ଯୁଗର ଶ୍ରେଷ୍ଠ ଫାର୍ସୀକବି ଅମୀର ଖୁସ୍ରୋ ଭାରତୀୟ କାବ୍ୟ ଅନୁସରଣରେ କାବ୍ୟ ରଚନା କରିଥିଲେ । ଉତ୍ତର ଭାରତର ବହୁପ୍ରଚଳିତ ହିନ୍ଦୀ ଭାଷା ଓ ମୁସଲମାନ ସୁଲତାନମାନଙ୍କ ପୃଷ୍ଠପୋଷକତା ଲାଭ କରୁଥିବା ଫାର୍ସୀଭାଷାର ସମ୍ମିଶ୍ରଣରେ ସେ ଯୁଗରେ ଉର୍ଦ୍ଦୁ ନାମକ ଏକ ନୂତନ ଭାଷା ଉତ୍ପତ୍ତି ଘଟିଥିଲା । ଏହାହିଁ ଭାରତୀୟ ମୁସଲମାନଙ୍କର ପ୍ରଧାନ ଭାଷାରେ ପରିଣତ ହେଲା ଓ ପରବର୍ତ୍ତୀ କାଳରେ ଏଥିରେ ବହୁ ପୁସ୍ତକ ରଚିତ ହୋଇଥିଲା ।
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.