ଶ୍ରଦ୍ଧାକର ସୂପକାର
ଓଡ଼ିଆ ରାଜନୀତିଜ୍ଞ / From Wikipedia, the free encyclopedia
ଶ୍ରଦ୍ଧାକର ସୂପକାର (୧୪ ସେପ୍ଟେମ୍ବର ୧୯୧୪ - ୫ ଜାନୁଆରୀ ୧୯୯୩) ଜଣେ ଗାନ୍ଧିବାଦୀ ରାଜନେତା, ସମାଜସେବୀ, ଆଇନଜୀବୀ, ଶିକ୍ଷାବିତ୍, ସାମ୍ବାଦିକ ଏବଂ କଥାକାର ଥିଲେ । ସେ ୫୦ ଓ ୬୦ ଦଶକରେ ଜଣେ ଓଡ଼ିଆ ପ୍ରାବନ୍ଧିକ ଥିଲେ ।[1]
Quick Facts ଶ୍ରଦ୍ଧାକର ସୂପକାର, ଜନ୍ମ ଓ ଜନ୍ମସ୍ଥାନ ...
ଶ୍ରଦ୍ଧାକର ସୂପକାର | |
---|---|
ଜନ୍ମ ଓ ଜନ୍ମସ୍ଥାନ | (1914-09-14)୧୪ ସେପ୍ଟେମ୍ବର ୧୯୧୪ ଝାରୁଆପଡ଼ା, ସମ୍ବଲପୁର ଜିଲ୍ଲା |
ମୃତ୍ୟୁ | ୫ ଜାନୁଆରୀ ୧୯୯୩(1993-01-05) (ବୟସ ୭୮) |
ବୃତ୍ତି | ରାଜନେତା |
ଭାଷା | ଓଡ଼ିଆ |
ଜାତୀୟତା | ଭାରତୀୟ |
ନାଗରିକତା | ଭାରତୀୟ |
ଶିକ୍ଷା | ପିଏଚଡ଼ି(ହିନ୍ଦୁ ଆଇନ) |
ଶିକ୍ଷାନୁଷ୍ଠାନ | ରେଭେନ୍ସା ମହାବିଦ୍ୟାଳୟ, ପାଟଣା ବିଶ୍ୱବିଦ୍ୟାଳୟ |
ସାହିତ୍ୟ କୃତି | "ଗଳ୍ପାଞ୍ଜଳି", "ବିଷକନ୍ୟା", "ଜୁଆର-ଭଟ୍ଟା" |
Close