ମାମା ମିଶ୍ର
ଓଡ଼ିଆ କଥାଚିତ୍ର ଅଭିନେତ୍ରୀ / From Wikipedia, the free encyclopedia
ମାମା ମିଶ୍ର ଜଣେ ଓଡ଼ିଆ ଅଭିନେତ୍ରୀ । ସେ ମୁଖ୍ୟତଃ ଓଡ଼ିଆ କଥାଚିତ୍ର ଜଗତରେ କାମ କରିଥାନ୍ତି । ମାମା ୧୯୯୫ ମସିହାରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ । ସେ ୨୦୦୭ ମସିହାଯାଏଁ ଅଭିନୟ ଜଗତରେ ସକ୍ରିୟ ଥିଲେ । ମାମା ଜଣାଶୁଣା ଓଡ଼ିଆ ଅଭିନେତା ଓ ରାଜନୀତିଜ୍ଞ ସିଦ୍ଧାନ୍ତ ମହାପାତ୍ରଙ୍କୁ ବିବାହ କରିଛନ୍ତି ।[1]
Quick Facts ମାମା ମିଶ୍ର, ବୃତ୍ତି ...
ମାମା ମିଶ୍ର | |
---|---|
ବୃତ୍ତି | (ଓଡ଼ିଆ) ଅଭିନେତ୍ରୀ |
ସକ୍ରିୟ ବର୍ଷ | ୧୯୯୫ - ୨୦୦୭ |
ବୈବାହିକ-ସାଥୀ | ସିଦ୍ଧାନ୍ତ ମହାପାତ୍ର |
Close