ପଞ୍ଜାବୀ ଭାଷା
ଭାରତର ଉତ୍ତର-ପଶ୍ଚିମରେ ଅବସ୍ଥିତ 'ପଞ୍ଜାବ' ରାଜ୍ୟର ସରକାରୀ ଭାଷା ଅଟେ / From Wikipedia, the free encyclopedia
ପଞ୍ଜାବୀ ଭାଷା ଭାରତର ଉତ୍ତର-ପଶ୍ଚିମରେ ଅବସ୍ଥିତ 'ପଞ୍ଜାବ' ରାଜ୍ୟର ସରକାରୀ ଭାଷା ଅଟେ । ପଞ୍ଜାବୀ /pʌnˈdʒɑːbi/[5] (ସାମୁଖୀ: پنجابی [paṉjābī] Error: {{Transliteration}}: unrecognized language / script code: Punjabi (help); ଗୁରୁମୁଖୀ: ਪੰਜਾਬੀ pañjābī)[6] ହେଉଛି ଏକ ଇଣ୍ଡୋ-ଆର୍ଯ୍ୟ ଭାଷା, ଯାହା ବିଶ୍ୱବ୍ୟାପୀ ୧୧୦ ନିୟୁତ ସ୍ଥାନୀୟ ଲୋକଙ୍କଦ୍ୱାରା କୁହାଯାଇଥାଏ, ଯାହା ଏହାକୁ ପୃଥିବୀରେ ୧୦ମ ଅଧିକ କୁହାଯାଉଥିବା ଭାଷା (୨୦୧୫))ରେ ପରିଣତ କରିଛି ।[7][8] ଏହା ପଞ୍ଜାବୀ ଲୋକଙ୍କର ସ୍ଥାନୀୟ ଭାଷା, ଯେଉଁମାନେ ଭାରତ ଓ ପାକିସ୍ତାନର ଐତିହାସିକ ପଞ୍ଜାବ ଅଞ୍ଚଳରେ ରହିଆସୁଛନ୍ତି । ଏହା ଇଣ୍ଡୋ-ଇଉରୋପୀୟ ଭାଷାମାନଙ୍କ ମଧ୍ୟରେ ଏକମାତ୍ର ଜୀବନ୍ତ ଭାଷା, ଯାହା ଏକ ସମ୍ପୂର୍ଣ୍ଣ ସ୍ୱର ସମ୍ବନ୍ଧୀୟ ଭାଷା ।[9][10][11][12]
- ବାକିସବୁ ପାଇଁ "ପଞ୍ଜାବୀ",ପଞ୍ଜାବୀ (disambiguation) ଦେଖନ୍ତୁ ।
ପଞ୍ଜାବୀ | |
---|---|
ਪੰਜਾਬੀ • پنجابی | |
Native to | ପଞ୍ଜାବ ଅଞ୍ଚଳ |
ମାତୃଭାଷୀ | [1] |
ଇଣ୍ଡୋ-ଇଉରୋପିଆନ୍
| |
ମାନକ ରୂପ |
|
ଶାହମୁଖୀ (Extended Perso-Arabic) ଗୁରୁମୁଖୀ (ବ୍ରାହ୍ମୀ)[3] ପଞ୍ଜାବୀ ବ୍ରେଲି (ଭାରତ) ଦେବନାଗରୀ (ବ୍ରାହ୍ମୀ, unofficial)[4] | |
ଆଧିକାରିକ ସ୍ଥିତି | |
କେଉଁଠି ରାଜଭାଷା: | India (ଭାରତୀୟ ରାଜ୍ୟ ପଞ୍ଜାବ, ଚଣ୍ଡୀଗଡ଼, ଦିଲ୍ଲୀ, ହରିୟାଣାରେ ବ୍ୟବହୃତ ଗୌଣ ସରକାରୀ ସ୍ୱୀକୃତ ଭାଷା Pakistan ପଞ୍ଜାବ, ପାକିସ୍ତାନର ଆଞ୍ଚଳିକ ଭାଷା |
ଭାଷା କୋଡ୍ | |
ISO ୬୩୯-୧ | pa |
ISO ୬୩୯-୨ | pan |
ISO ୬୩୯-୩ | pan – inclusive codeIndividual codes: bhd – [[Bhadrawahi]] bht – [[Bhattiyali]] kfs – [[Bilaspuri]] cdh – [[Chambeali]] cdj – Churahi doi – [[Dogri]] dgo – [[Dogri (proper)]] gbk – [[Gaddi (Bharmauri)]] kjo – Harijan Kinnauri hii – Hinduri jat – [[Jakati]] jns – [[Jaunsari]] hno – [[Northern Hindko]] xnr – [[Kangri]] xhe – [[Khetrani]] kfx – [[Kullu Pahari]] doi – [[Lahnda]] bfz – Mahasu Pahari mjl – [[Mandeali]] pnb – [[Pahari-Potwari]] pgg – [[Pangwali]] skr – [[Saraiki]] srx – [[Sirmauri]] hnd – [[Southern Hindko]] pnb – [[Western Punjabi]] |
ଗ୍ଲୋଟୋଲୋଗ | panj1256 Punjabi |
Linguasphere | 59-AAF-e |
Areas (red) where Punjabi is the native language, compared to all Indo-Aryan languages (dark grey) | |
This article contains IPA phonetic symbols. Without proper rendering support, you may see question marks, boxes, or other symbols instead of Unicode characters. For an introductory guide on IPA symbols, see Help:IPA. |
ପାକିସ୍ତାନରେ, ପଞ୍ଜାବୀ ବହୁଳ ଭାବେ କୁହାଯାଉଥିବା ଏକ ଭାଷା ।[13], ଭାରତରେ ୧୧ତମ ବହୁଳ ଭାବେ କୁହାଯାଉଥିବା ଭାଷା ।[14] ଏବଂ ଭାରତୀୟ ଉପମହାଦେଶରେ ୩ୟ ବହୁଳ ଭାବେ କୁହାଯାଉଥିବା ସ୍ଥାନୀୟ ଭାଷା । ଯୁକ୍ତରାଜ୍ୟରେ ପଞ୍ଜାବୀ ୪ର୍ଥ ବହୁଳ ଭାବେ କୁହାଯାଉଥିବା ଭାଷା [15]ଏବଂ କାନାଡାରେ ଇଂରାଜୀ ଓ ଫ୍ରେଞ୍ଚ ପରେ ୩ୟ ବ୍ୟବହୃତ ଭାଷା ।[16][17] ଏହି ଭାଷାର ମଧ୍ୟ ସଂଯୁକ୍ତ ରାଜ୍ୟ ଆରବ, ଯୁକ୍ତରାଜ୍ୟ, ସାଉଦି ଆରବ ଓ ଅଷ୍ଟ୍ରେଲିଆରେ ଆଖିଦୃଶିଆ ଉପସ୍ଥିତି ଅଛି । ଭରତୀୟ ଉପମହାଦେଶରେ ପଞ୍ଜାବୀ ସାଂସ୍କୃତିକ ଭାଷାର ସଂଯୋଗ ରହିଥିବା ହେତୁ ବଲିଉଡରେ ବହୁ ଗୀତ ଅଧା ବା ସମ୍ପୂର୍ଣ୍ଣ ଭାବେ ପଞ୍ଜାବୀ ଭାଷାରେ ଆଛି ।[18][19][20]