ନବକୃଷ୍ଣ ଚୌଧୁରୀ
ଭାରତୀୟ ରାଜନୀତିଜ୍ଞ / From Wikipedia, the free encyclopedia
ନବକୃଷ୍ଣ ଚୌଧୁରୀ (୧୯୦୧ ନଭେମ୍ବର ୨୩ - ୧୯୮୪ ଜୁନ ୨୪) ଓଡ଼ିଶାରେ ଜନ୍ମିତ ଜଣେ ରାଜନେତା, ସ୍ୱାଧୀନତା ସଂଗ୍ରାମୀ ଓ ଲେଖକ ଥିଲେ । ସେ ୧୨ ମଇ ୧୯୫୦ଠାରୁ ୧୯ ଅକ୍ଟୋବର ୧୯୫୬ ଯାଏଁ ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ତୁଲାଇଥିଲେ ।
Quick Facts ନବକୃଷ୍ଣ ଚୌଧୁରୀ, ଓଡ଼ିଶାର ଭୂତପୂର୍ବ ମୁଖ୍ୟମନ୍ତ୍ରୀ ...
ନବକୃଷ୍ଣ ଚୌଧୁରୀ | |
---|---|
ଓଡ଼ିଶାର ଭୂତପୂର୍ବ ମୁଖ୍ୟମନ୍ତ୍ରୀ | |
କାର୍ଯ୍ୟକାଳ ୧୨ ମଇ ୧୯୫୦ – ୧୯ ଅକ୍ଟୋବର ୧୯୫୬ | |
ପୂର୍ବ ଅଧିକାରୀ | ହରେକୃଷ୍ଣ ମହତାବ |
ପର ଅଧିକାରୀ | ବିଜୁ ପଟ୍ଟନାୟକ |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | (1901-11-23)୨୩ ନଭେମ୍ବର ୧୯୦୧ ଖେରସା, ଜଗତସିଂହପୁରର |
ମୃତ୍ୟୁ | ୨୪ ଜୁନ ୧୯୮୪(1984-06-24) (ବୟସ ୮୨) |
ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ |
ଜୀବନ ସାଥୀ | ମାଳତୀ ଚୌଧୁରୀ |
Close