କଣ୍ଡୁରୀ ଚରଣ ଦାସ
ଔପନ୍ୟାସିକ, ପ୍ରକାଶକ / From Wikipedia, the free encyclopedia
କଣ୍ଡୁରୀ ଚରଣ ଦାସ (୧୨ ଡିସେମ୍ବର ୧୯୨୯ - ୨୬ ମଇ ୨୦୧୪)[2] ଜଣେ ରହସ୍ୟ ରୋମାଞ୍ଚ ଭରା ଉପନ୍ୟାସ ଲେଖକ ଥିଲେ ।[3] ତାଙ୍କର ପ୍ରାୟ ୫୦ଟିରୁ ଅଧିକ ଉପନ୍ୟାସ ପ୍ରକାଶିତ ହୋଇସାରିଛି । ନିଜର ପ୍ରଥମ ଉପନ୍ୟାସ ଧୂଳିର ଧରଣୀରୁ ହିଁ ସେ ଲୋକପ୍ରିୟତା ହାସଲ କରିପାରିଥିଲେ । ସାରସ୍ୱତ ସୃଷ୍ଟି ପାଇଁ ୨୦୦୦ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀଦ୍ୱାରା ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।[4]
Quick Facts କଣ୍ଡୁରୀ ଚରଣ ଦାସ, ଜନ୍ମ ...
କଣ୍ଡୁରୀ ଚରଣ ଦାସ | |
---|---|
ଜନ୍ମ | (1929-12-12)୧୨ ଡିସେମ୍ବର ୧୯୨୯ ଖଣ୍ଡିଅନ୍ତା, ପଟ୍ଟାମୁଣ୍ଡାଇ, କେନ୍ଦ୍ରାପଡ଼ା |
ମୃତ୍ୟୁ | ୨୬ ମଇ ୨୦୧୪(2014-05-26) (ବୟସ ୮୪) |
ଜାତୀୟତା | ଭାରତୀୟ |
ପ୍ରସିଦ୍ଧି | ସାହିତ୍ୟିକ, ସମ୍ପାଦକ ଓ ପ୍ରକାଶକ |
ବୈବାହିକ-ସାଥୀ | କଳ୍ପନା କୁମାରୀ ଦେବୀ[1] |
ସନ୍ତାନ | ସବର୍ଣ୍ଣୀ ଦାସ |
Close