ୟୁଟ୍ୟୁବ ଏକ ଆମେରିକୀୟ ୱେବସାଇଟ, ଯେଉଁଠାରେ ଭିଡିଓକୁ ଅପଲୋଡ଼ କରି ଅନ୍ୟମାନଙ୍କ ସହିତ ସେୟାର କରାଯାଏ । ଏହା ଫେବୃଆରୀ ୨୦୦୫ ମସିହାରେ ପେପାଲ୍ କଂପାନୀର କିଛି ପୂର୍ବତନ କର୍ମଚାରୀଙ୍କଦ୍ୱାରା ଆରମ୍ଭ ହୋଇଥିଲା । ଏହାର ମୁଖ୍ୟ କାର୍ଯ୍ୟାଳୟ ସାନ୍ ବ୍ରୁନୋ, କାଳିଫର୍ନିଆରେ ଅବସ୍ଥିତ । ୨୦୦୬ ମସିହାରେ ଏହାକୁ ଗୁଗୁଲ କିଣିନେଇଥିଲା । ଗୁଗୁଲ୍ ସର୍ଚ୍ଚ ପରେ ଏହା ହେଉଛି ୨ୟ ୱେବ୍‌ସାଇଟ୍ ଯେଉଁଠିକୁ ଅଧିକ ଲୋକ ବ୍ୟବହାର କରନ୍ତି । ମଇ ୨୦୧୯ର ଏକ ରିପୋର୍ଟ ଅନୁସାରେ, ୟୁଟ୍ୟୁବ୍‌ରେ ପ୍ରତି ମିନିଟ୍‌ରେ ୫୦୦ ଘଣ୍ଟାରୁ ଅଧିକ ଭିଡିଓ ଅପଲୋଡ଼ କରାଯାଉଥିଲା ।[3][4]

Quick Facts Type, ତିଆରି କରାଯାଇଥିଲା ...
YouTube, LLC
TypeSubsidiary of Google, limited liability company
ତିଆରି କରାଯାଇଥିଲାଫେବୃଆରୀ 14, 2005 (2005-02-14)
ପ୍ରତିଷ୍ଠାତାSteve Chen, Chad Hurley, Jawed Karim
ମୂଖ୍ୟସ୍ଥାନ901 Cherry Ave, San Bruno,
California
, United States
ସେବା ପରିସରWorldwide (except blocked countries)
ମୁଖ୍ୟ ଲୋକSusan Wojcicki (CEO)
Chad Hurley (Advisor)
କେଉଁ ପ୍ରକାରର କମ୍ପାନୀInternet
ମୂଳ କମ୍ପାନୀIndependent (2005–2006)
Google (2006–present)
ସ୍ଳୋଗାନBroadcast Yourself (2005–2012)
ବେବସାଇଟYouTube.com
(see list of localized domain names)
ଆଲେକ୍ସା ସ୍ଥାନSteady 3 (March 2014)[1]
ସାଇଟର ପ୍ରକାରVideo hosting service
ଅନଲାଇନ ପ୍ରଚାରGoogle AdSense
ଖାତାଖୋଲାOptional (Only required for certain tasks such as uploading videos, viewing flagged videos, viewing flagged comments, liking videos, adding videos to playlists and commenting on videos)
ମିଳୁଥିବା ସଂସ୍କରଣ61 language versions available through user interface[2]
ପ୍ରଥମେ ଆସିଥିଲାଫେବୃଆରୀ 14, 2005 (2005-02-14)
ଏବେକାର ସ୍ଥିତିActive
Screenshot
ଫାଇଲ:YouTube Homepage Dec 7 2012.png
Screenshot of YouTube's homepage
Close
Thumb
ୟୁଟୁବ ଲୋଗୋ

ଇତିହାସ

ଆଧାର

Wikiwand in your browser!

Seamless Wikipedia browsing. On steroids.

Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.

Wikiwand extension is a five stars, simple, with minimum permission required to keep your browsing private, safe and transparent.