ସହଯୋଗ:ଛାଞ୍ଚ
From Wikipedia, the free encyclopedia
ଛାଞ୍ଚ:Wiki markup
- To find lists of commonly used templates, see Wikipedia:Template messages.
ଛାଞ୍ଚ ହେଉଛି ଏକ ଉଇକିପିଡ଼ିଆ ପୃଷ୍ଠା ଯାହାକୁକି ଅନ୍ୟ ପୃଷ୍ଠାଗୁଡ଼ିକରେ ବ୍ୟବହାର କରିବାପାଇଁ ତିଆରି କରାଯାଇଥାଏ । ଛାଞ୍ଚଟିରେ ମୁଖ୍ୟତଃ ବାରମ୍ବାର ଲେଖାଯାଉଥିବା ଜିନିଷଗୁଡିକ ଯାହାକୁ ବହୁ ପୃଷ୍ଠାରେ ଲେଖିବାକୁ ପଡ଼େ ରଖାଯାଇଥାଏ । ଏଗୁଡ଼ିକ ମୁଖ୍ୟତଃ ପ୍ରାରମ୍ଭିକ ଲେଖା ଢାଞ୍ଚା, ସାଧାରଣ ଚେତାବନୀ, ନୋଟିସ, ଇନ୍ଫୋବାକ୍ସ କିମ୍ବା ନାଭିଗେସନଲ ବାକ୍ସରୂପେ ବ୍ୟବହୃତ ହୋଇଥାଏ ।
ସବୁଠାରୁ ଅଧିକ ଉପଯୋଗ କରାଯାଉଥିବା ବ୍ୟବହାରକୁ ଟ୍ରାନ୍ସକ୍ଲୁଜନ କୁହାଯାଏ । ଯେଉଁଥିରେ ଗନ୍ତବ୍ୟ ପୃଷ୍ଠାଟିର ୱିକିଟେକ୍ସଟ, {{ଛାଞ୍ଚର ନାମ}}
ଉପଯୋଗ କରି ଗୋଟିଏ ଛାଞ୍ଚର ଆଧାର ରଖିଥାଏ । ଆଉ ଗୋଟିଏ ଉପାୟ ହେଲା ସବଷ୍ଟିଚ୍ୟୁସନ୍, ଯେଉଁଥିରେ ସାଇତିବା ସମୟରେ ଗୋଟିଏ ପୃଷ୍ଠାର ଲେଖା ଗନ୍ତବ୍ୟ ପୃଷ୍ଠାର ୱିକିଟେକ୍ସଟରେ ରଖାଯାଇଥାଏ ।