ସପ୍ତଗିରି ଶଙ୍କର ଉଲ୍ଲାକା (ଜନ୍ମ: ୧ ଜାନୁଆରୀ ୧୯୭୯) ଜଣେ ଭାରତୀୟ ରାଜନେତା । ସେ ଭାରତର ସଂସଦକୁ ପ୍ରଥମ ଥର ପାଇଁ ୧୭ଶ ଲୋକ ସଭାର ସଦସ୍ୟ ଭାବରେ ନିର୍ବାଚିତ ହୋଇଛନ୍ତି ।[1][2] ସେ କୋରାପୁଟ ଲୋକ ସଭା ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ଦଳର ଜଣେ ସଭ୍ୟ ।

Quick Facts ସପ୍ତଗିରି ଶଙ୍କର ଉଲ୍ଲାକା, ସଦସ୍ୟ: ୧୭ଶ, ୧୮ଶ ଲୋକ ସଭା ...
ସପ୍ତଗିରି ଶଙ୍କର ଉଲ୍ଲାକା
Thumb
ସଦସ୍ୟ: ୧୭ଶ, ୧୮ଶ ଲୋକ ସଭା
ପୂର୍ବ ଅଧିକାରୀଝିନ୍ନ ହିକ୍‌କା
ନିର୍ବାଚନ ମଣ୍ଡଳୀକୋରାପୁଟ
କାର୍ଯ୍ୟକାଳ
୨୦୧୯  ଏବେଯାଏଁ
ବ୍ୟକ୍ତିଗତ ସବିଶେଷ
ଜନ୍ମ (1979-01-01) ୧ ଜାନୁଆରୀ ୧୯୭୯ (ବୟସ ୪୫)
ରାୟଗଡ଼ା, ଓଡ଼ିଶା
ରାଜନୀତିକ ଦଳକଂଗ୍ରେସ
ବାପା/ବୋଉରାମଚନ୍ଦ୍ର ଉଲାକା (ବାପା)
ଶ୍ରୀମତି ରତ୍ନମଣି ଇଲାକା(ମାଆ)
ଘରରାୟଗଡ଼ା
ବୃତ୍ତିରାଜନୀତିଜ୍ଞ
୧୩ ମଇ, ୨୦୧୯ ସୁଦ୍ଧା
ଆଧାର:
Close

ପରିବାର ଓ ଶିକ୍ଷା

ତାଙ୍କ ପିତା ରାମଚନ୍ଦ୍ର ଉଲାକା ମଧ୍ୟ କୋରାପୁଟରୁ ଦୁଇଥର ସାଂସଦ ଓ ରାୟଗଡ଼ାରୁ ସାତ ଥର ବିଧାୟକ[3] ରହିଛନ୍ତି ।[4] ସପ୍ତଗିରି ଜଣେ ସଫୱେୟାର ଇଞ୍ଜିନିୟର[5] ଭାବରେ ଇନ୍ଫୋସିସ ଓ ଏଚସିଏଲ ଭଳି କମ୍ପାନୀରେ କାମ କରିଛନ୍ତି ।[6]

ରାଜନୈତିକ ଜୀବନ

ସେ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଛନ୍ତି । ୨୦୧୯ ଭାରତୀୟ ସାଧାରଣ ନିର୍ବାଚନରେ ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ, ବିଜୁ ଜନତା ଦଳର କୌଶଲ୍ୟା ହିକ୍କାଙ୍କୁ ୩,୬୧୩ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ ।[7]

୨୦୨୪ ଭାରତୀୟ ସାଧାରଣ ନିର୍ବାଚନରେ, ସେ କୋରାପୁଟ ଲୋକ ସଭା ନିର୍ବାଚନ ମଣ୍ଡଳୀରୁ କଂଗ୍ରେସର ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ, ସେ ସମୁଦାୟ ୪,୭୧,୩୯୩ ଖଣ୍ଡ ଭୋଟ ପାଇଥିଲେ ଏବଂ ବିଜେଡି ପ୍ରାର୍ଥୀ କୌଶଲ୍ୟା ହିକ୍କାଙ୍କୁ ୧,୪୭,୭୪୪ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ ।[8]

ଆଧାର

ବାହାର ଆଧାର

Wikiwand in your browser!

Seamless Wikipedia browsing. On steroids.

Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.

Wikiwand extension is a five stars, simple, with minimum permission required to keep your browsing private, safe and transparent.