ଷଷ୍ଠୀ
From Wikipedia, the free encyclopedia
'ଷଷ୍ଠୀ' ଚନ୍ଦ୍ରପକ୍ଷର ଷଷ୍ଠ ଦିବସ । ଚନ୍ଦ୍ରଙ୍କର ହ୍ରାସ ଓ ବୃଦ୍ଧିଜନିତ ଷଷ୍ଠ କଳାଯୁକ୍ତ ତିଥି । ପଞ୍ଚମୀର ପରବର୍ତ୍ତୀ ଓ ସପ୍ତମୀର ପୂର୍ବବର୍ତ୍ତୀ ତିଥି । କୃଷ୍ଣପକ୍ଷର ଷଷ୍ଠୀକୁ କୃଷ୍ଣା ଷଷ୍ଠୀ ଓ ଶୁକ୍ଳପକ୍ଷର ଷଷ୍ଠୀକୁ ଶୁକ୍ଳା ଷଷ୍ଠୀ କୁହାଯାଇଥାଏ । ସାଧାରଣତଃ କୃଷ୍ଣପକ୍ଷର ତିଥିମାନଙ୍କରେ ବ୍ରତ ଓ ପୂଜା ଆଦିର ବିଧାନ ନାହିଁ ଶୁକ୍ଳ ଷଷ୍ଠୀରେ ବ୍ରତ, ପୂଜା ଓ ଉପବାସାଦି ବିଧେୟ ।