ଶଙ୍ଖFrom Wikipedia, the free encyclopedia ଶଙ୍ଖ ଏକ ଗେଣ୍ତାଜାତୀୟ, କିନ୍ତୁ ଅପେକ୍ଷାକୃତ ବଡ଼ ସାମୁଦ୍ରିକ ପ୍ରାଣୀର କଠିନ ଶୁକ୍ଳବର୍ଣ୍ଣ ଆବରଣ ବା ଖୋଳ । ଶଙ୍ଖର ବର୍ଣ୍ଣ ଧଳା । ହିନ୍ଦୁ ଧର୍ମ ଅନୁସାରେ ଏହା ଅତି ଶୁଭଦାୟକ ଓ ଧନବର୍ଦ୍ଧକ ବୋଲି ବିବେଚିତ । ଚିତ୍ର ଖୋଦେଇ ହୋଇଥିବା ଏକ ଶଙ୍ଖ ଶଙ୍ଖ
ଶଙ୍ଖ ଏକ ଗେଣ୍ତାଜାତୀୟ, କିନ୍ତୁ ଅପେକ୍ଷାକୃତ ବଡ଼ ସାମୁଦ୍ରିକ ପ୍ରାଣୀର କଠିନ ଶୁକ୍ଳବର୍ଣ୍ଣ ଆବରଣ ବା ଖୋଳ । ଶଙ୍ଖର ବର୍ଣ୍ଣ ଧଳା । ହିନ୍ଦୁ ଧର୍ମ ଅନୁସାରେ ଏହା ଅତି ଶୁଭଦାୟକ ଓ ଧନବର୍ଦ୍ଧକ ବୋଲି ବିବେଚିତ । ଚିତ୍ର ଖୋଦେଇ ହୋଇଥିବା ଏକ ଶଙ୍ଖ ଶଙ୍ଖ