ଏହା ସ୍ଟାଟିନ ଶ୍ରେଣୀର ଏକ ଔଷଧ । From Wikipedia, the free encyclopedia
ରୋସୁଭାସ୍ଟାଟିନ (ଇଂରାଜୀ ଭାଷାରେ Rosuvastatin, ଏକ ବିକ୍ରୟ ନାମ କ୍ରେସ୍ଟର/ Crestor) ଏକ ପ୍ରକାର ସ୍ଟାଟିନ ଔଷଧ (statin) ଯାହା ଅଧିକ ହୃଦରକ୍ତନାଳୀ ରୋଗ ସଙ୍କଟାପନ୍ନ ରୋଗର ପ୍ରତିଷେଧ ଓ ଅସାଧାରଣ ଲିପିଡ (abnormal lipids) ଥିବା ରୋଗର ଚିକିତ୍ସାରେ ଦିଆଯାଏ ।[2] ଏହା ଔଷଧ ସହିତ ଖାଦ୍ୟରେ ପରିବର୍ତ୍ତନ, ବ୍ୟାୟାମ ଓ ଓଜନ ହ୍ରାସ ପ୍ରତି ଧ୍ୟାନ ଦେବାକୁ ଉପଦେଶ ଦିଆଯାଏ ।[2] ଏହା ପାଟିରେ ଦିଆଯାଏ ।[2]
Clinical data | |
---|---|
Pronunciation | /roʊˈsuːvəstætɪn/ roh-SOO-və-stat-in |
Trade names | Crestor, Rosulip, Zuvamor, others |
AHFS/Drugs.com | monograph |
MedlinePlus | a603033 |
Pregnancy category |
|
Routes of administration | By mouth (tablets) |
ATC code |
|
Legal status | |
Legal status |
|
Pharmacokinetic data | |
Bioavailability | 20%[1] |
Protein binding | 88%[1] |
Metabolism | Liver: CYP2C9 (major) and CYP2C19-mediated; ~10% metabolized[1] |
Metabolites | N-desmethyl rosuvastatin (major; 1/6–1/9 of rosuvastatin activity) |
Elimination half-life | 19 hours[1] |
Excretion | Faeces (90%)[1] |
Identifiers | |
IUPAC name
| |
CAS Number | |
PubChem CID | |
IUPHAR/BPS | |
DrugBank | |
ChemSpider | |
UNII | |
KEGG | |
ChEBI | |
ChEMBL | |
PDB ligand | |
ECHA InfoCard | 100.216.011 |
Chemical and physical data | |
Formula | C22H28FN3O6S |
Molar mass | 481.539 |
3D model (JSmol) | |
SMILES
| |
InChI
| |
(what is this?) (verify) |
ରୋସୁଭାସ୍ଟାଟିନର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଉଦର ଯନ୍ତ୍ରଣା, ଅଇ, ମୁଣ୍ଡ ବିନ୍ଧା ଓ ପେଶୀ ଯନ୍ତ୍ରଣା ହୋଇପାରେ । [2] ପାର୍ଶ୍ୱ ପ୍ରତିକ୍ରିୟା ସାଂଘାତିକ ହେଲେ ରାବଡୋମାୟୋଲାଇସିସ, ଯକୃତ ସମସ୍ୟ ଓ ମଧୁମେହ ହୋଇପାରେ ।[2] ଗର୍ଭାବସ୍ଥାରେ ଏହା ଦେଲେ ଶିଶୁର କ୍ଷତି କରେ ।[2] ଅନ୍ୟାନ୍ୟ ସ୍ଟାଟିନ ଔଷଧ ଭଳି ଏହା ଯକୃତରେ ଥିବା ଏଚଏମଜି-ସିଓଏ ରିଡକ୍ଟେଜ (HMG-CoA reductase) ଏଞ୍ଜାଇମର (enzyme) କାମକୁ ବାଧା ଦିଏ ଯାହା କୋଲେସ୍ଟେରଲ ତିଆରି କରିବାରେ ସାହାଯ୍ୟ କରେ ।[2]
ସନ ୧୯୮୬ରେ ରୋସୁଭାସ୍ଟାଟିନ ପେଟେଣ୍ଟ ହେବାପରେ ଡାକ୍ତରୀ ବ୍ୟବହାର ନିମନ୍ତେ ଯୁକ୍ତରାଷ୍ଟ୍ର ଆମେରିକାରେ ସନ ୨୦୦୩ରେ ସ୍ୱୀକୃତ ହୋଇଥିଲା ।[2][3] ଏହା ଜେନେରିକ ଔଷଧ ନାମରେ (generic medication) ବିକ୍ରୟ ହୁଏ ।[2] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ ଡୋଜର ମୁଲ୍ୟ ସନ ୨୦୧୮ରେ ୦.୧୫ ଡଲାରରୁ କମ୍ ଥିଲା ।[4] ସଂଯୁକ୍ତ ରାଷ୍ଟ୍ରରେ ଏନଏଚଏସ (NHS) ଏହାର ଏକ ଡୋଜ ପିଛା ସନ ୨୦୧୮ରେ ୦.୬୫ ପାଉଣ୍ଡରୁ କମ୍ ଖର୍ଚ୍ଚ କରିଥିଲା ।[5] ସନ ୨୦୧୬ରେ ଏହାର ୧୯ ନିୟୁତ ପ୍ରେସକ୍ରପସନ ହୋଇ ସର୍ବାଧିକ ପ୍ରେସକ୍ରିପସନ ତାଲିକାର ୩୭ତମ ସ୍ଥାନରେ ଥିଲା ।[6]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.