ଭୁବନ
From Wikipedia, the free encyclopedia
From Wikipedia, the free encyclopedia
ଭୁବନ, ଢେଙ୍କାନାଳ ଜିଲ୍ଲାର ଏକ ବ୍ଳକ ଓ ଦକ୍ଷିଣ ଏସିଆର ସବୁଠୁ ବଡ଼ ଗାଁ । ଭୁବନ କଂସା ବାସନ ଓ ତାରକସି କାମପାଇଁ ମଧ୍ୟ ପ୍ରସିଦ୍ଧ । ଭୁବନ ଦଶହରା ଥୋଡି ବଳଦ ପାଇଁ ପ୍ରସିଦ୍ଧ ।
ବାବା ବୃଦ୍ଧେଶ୍ୱର ମନ୍ଦିର, ହିଙ୍ଗୁଳା ମନ୍ଦିର,ରାମ ମନ୍ଦିର, ହନୁମାନ ମନ୍ଦିର,ମା କାଳୀ ମନ୍ଦିର, ତାରିଣୀ ମନ୍ଦିର,ସାଇ ମନ୍ଦିର,ଅଲେଖ ମହିମା ମନ୍ଦିର ଓ ଜଗନ୍ନାଥ ମନ୍ଦିର
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.