![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/e/ed/Sacred_lotus_Nelumbo_nucifera.jpg/640px-Sacred_lotus_Nelumbo_nucifera.jpg&w=640&q=50)
ପଦ୍ମ ଫୁଲ
From Wikipedia, the free encyclopedia
[[ଫୁଲ]] ମଧ୍ୟରେ ପବିତ୍ର ଓ ଶ୍ରଦ୍ଧାର ପ୍ରତୀକ ହେଉଛି ପଦ୍ମ । ଏହା ନେଲୁମ୍ବୋ ପ୍ରଜାତିର ଓ ନେଲୁମ୍ବନାସି ପରିବାର ଅନ୍ତର୍ଭୁକ୍ତ । ଓଡ଼ିଶାରେ ଏହା ସାଧାରଣତଃ ପୋଖରୀ ମାନଙ୍କରେ ଦେଖାଯାଇଥାଏ । ପଦ୍ମର ମୂଳଜନ୍ମ ଭିଏତନାମ ଓ ଆଫଗାନିସ୍ତାନ ବୋଲି କୁହାଯାଏ । ପଦ୍ମକୁ ଭାରତ ଏବଂ ଭିଏତନାମରେ ଜାତୀୟ ଫୁଲ ଭାବେ ଗ୍ରହଣ କରାଯାଇଛି । [1]
Quick Facts ପଦ୍ମ ଫୁଲ, ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ ...
ପଦ୍ମ ଫୁଲ | |
---|---|
![]() | |
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ | |
ଜଗତ: | Plantae |
ଅଶ୍ରେଣୀକୃତ: | Angiosperms |
ଅଶ୍ରେଣୀକୃତ: | Eudicots |
ଗଣ: | Proteales |
କୁଳ: | Nelumbonaceae |
ପ୍ରଜାତି: | Nelumbo |
ଜାତି: | N. nucifera |
ବାଇନୋମିଆଲ ନାମ | |
Nelumbo nucifera Gaertn. | |
Synonyms | |
|
Close