ଚୈତ୍ର
From Wikipedia, the free encyclopedia
ଚିତ୍ରା ନକ୍ଷତ୍ର ଯୁକ୍ତ ପୂର୍ଣ୍ଣିମା ପଡ଼ୁଥିବା ଚାନ୍ଦ୍ରମାସକୁ ଚୈତ୍ର ବା ଚଇତ (ଚଇତ୍ର ନାମରେ ମଧ୍ୟ ଜଣା) ମାସ କୁହାଯାଏ । ଏହା ଓଡ଼ିଆ ହିନ୍ଦୁମାନଙ୍କର ଦ୍ୱାଦଶ ବା ଶେଷ ମାସ। ଏହାର ପୂର୍ବବର୍ତ୍ତୀ ମାସ ଫାଲ୍ଗୁନ ଓ ପରବର୍ତ୍ତୀ ମାସ ବୈଶାଖ । ଚୈତ୍ର ଓ ଏହାର ପୂର୍ବବର୍ତ୍ତୀ ମାସ ଫାଲ୍ଗୁନ ବସନ୍ତ ଋତୁ।