ଘଟଗାଁ
ଭାରତରେ ଗ୍ରାମ / From Wikipedia, the free encyclopedia
[[Category:Lua error in package.lua at line 80: module 'Module:Pagetype/disambiguation' not found. with short description]]
Quick Facts ଘଟଗାଁ ଘଟଗାଁ, ଦେଶ ...
ଘଟଗାଁ
ଘଟଗାଁ | |
---|---|
ସହର | |
ଦେଶ | ![]() |
ରାଜ୍ୟ | ଓଡ଼ିଶା |
ଜିଲ୍ଲା | କେନ୍ଦୁଝର |
Elevation | 330 m (1,080 ft) |
ଭାଷା | |
• ସରକାରୀ | ଓଡ଼ିଆ |
• ଅନ୍ୟ ଆଞ୍ଚଳିକ ଭାଷା | ହୋ |
Time zone | UTC+5:30 (IST) |
PIN | 758027 |
Telephone code | 6733 |
ଯାନବାହାନ ପଞ୍ଚୀକରଣ | OD-09 |
Website | odisha |
Close
ଘଟଗାଁ ଓଡ଼ିଶାର କେନ୍ଦୁଝର ଜିଲ୍ଲାର ଏକ ପଞ୍ଚାୟତ ସମିତି ତଥା ତହସିଲ । ଏହି ପଞ୍ଚାୟତ ସମିତିଟି ପାଟଣା ବିଧାନ ସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ । ଏହା ସମୁଦ୍ରପତନଠାରୁ ୩୦୦ ମିଟର ଉଚ୍ଚରେ ଅବସ୍ଥିତ । ଜାତୀୟ ରାଜପଥ ୨୧୫ରେ ଏହା ଅବସ୍ଥିତ । ଭୁବନେଶ୍ୱର ଏହାର ନିକଟତମ ବିମାନ ବନ୍ଦର । ଏହା ଜିଲ୍ଲାର ସଦର ମହକୁମା କେନ୍ଦୁଝରଠାରୁ ୪୫ କି.ମି. ଦୂରରେ ଅବସ୍ଥିତ ଓ ରାଜ୍ୟ ରାଜଧାନୀ ଭୁବନେଶ୍ୱରଠାରୁ ଏହାର ଦୂରତା ପ୍ରାୟ ୧୭୫ କି.ମି. ହେବ ।