ଉଇକିକମନ୍ସ
ଉଇକିମିଡ଼ିଆ ଫାଉଣ୍ଡେସନର ଏକ ପ୍ରକଳ୍ପ / From Wikipedia, the free encyclopedia
ଉଇକିମିଡିଆ କମନ୍ସ (ବା ଉଇକିକମନ୍ସ) ଇଣ୍ଟରନେଟରେ ଥିବା ଏକ ଭଣ୍ଡାର ଯାହା ମଧ୍ୟରେ ଛବି, ଭିଡିଓ, ଶବ୍ଦ ବା ବାର୍ତ୍ତା, ଏବଂ ଅନ୍ୟାନ୍ୟ ମିଡିଆ ଜଡ଼ିତ ଫାଇଲସବୁ ଷ୍ଟୋର ହୋଇଥାଏ[2] । ଏହା ଉଇକିମିଡ଼ିଆ ଫାଉଣ୍ଡେସନର ଏକ ପ୍ରକଳ୍ପ ।
Quick Facts ୟୁ.ଆର.ଏଲ, ବ୍ୟବସାୟିକ ...
ୟୁ.ଆର.ଏଲ | commons.wikimedia.org |
---|---|
ବ୍ୟବସାୟିକ | No |
ସାଇଟର ପ୍ରକାର | Media repository |
ରେଜେଷ୍ଟ୍ରିକରଣ | Optional (required for uploading files) |
କଣ୍ଟେଣ୍ଟ ଲାଇସେନ୍ସ | Free |
ମାଲିକ | Wikimedia Foundation |
ତିଆରି କରିଥିଲେ | Wikimedia community |
ଆରମ୍ଭ କରାଯାଇଥିଲା | ସେପ୍ଟେମ୍ବର 7, 2004 (2004-09-07) (୧୯ ବର୍ଷ ପୂର୍ବରୁ) |
ଆଲେକ୍ସା କ୍ରମାଙ୍କ | 255 (January 2016[update])[1] |
ଏବେକାର ସ୍ଥିତି | Online |
Close
ଉଇକିମିଡ଼ିଆ କମନ୍ସରେ ଷ୍ଟୋର ହେଇଥିବା ଫାଇଲ ଉଇକିମିଡ଼ିଆର କୌଣସି ପ୍ରକଳ୍ପ ମଧ୍ୟରେ ବ୍ୟବହୃତ ହୋଇପାରିବ । ଏହି ପ୍ରକଳ୍ପ ପ୍ରତ୍ୱେକ ଭାଷାରେ ଓ ଉଇକିପିଡ଼ିଆ, ଉଇକିପାଠାଗାର, ଉଇକିସ୍ପିସିସ, ଉଇକିପୋଥି, ଉଇକିଭ୍ରମଣ, ଉଇକି ସମ୍ବାଦରେ ବ୍ୟବହାର ହୋଇଥାଏ ଏବଂ ଏହା ସହିତ ବାହାର ୱେବସାଇଟରେ ଡାଉନଲୋଡ଼ କରି ବ୍ୟବହାର ହୁଏ । ଏହି ଭଣ୍ଡାରରେ ପ୍ରାୟ ୩୦୦ ଲକ୍ଷ ମିଡିଆ ଫାଇଲ ମାନ ପ୍ରସ୍ତୁତ ଅଛି । ଜୁଲାଇ ୨୦୧୩ ମସହାରେ ଉଇକିକମନ୍ସରେ ଏକ ହଜାର ଲକ୍ଷ ସମ୍ପାଦନା ହୋଇଥିଲା ।