ନବଜାତ କାମଳବିଲିରୁବିନ (bilirubin) ସ୍ତର ଥିବାରୁ ନବଜାତ ଶିଶୁର ଚକ୍ଷୁର ଧଳା ଅଂଶ (white part of the eyes ) ଓ ଚର୍ମର (skin) ରଙ୍ଗ ହଳଦିଆ (yellowish discoloration) ଦେଖାଯାଏ ଯାହାକୁ ଜଣ୍ଡିସ
ଗିଲବର୍ଟ ସିଣ୍ଡ୍ରୋମଚର୍ମ ଓ ଆଖିର ଧଳା ଅଂଶ ହଳଦିଆ (yellowish color of the skin or whites of the eyes ) ଦେଖାଯାଏ । ଥକ୍କାଣ, ଦୁର୍ବଳତା ଓ ଉଦର ଯନ୍ତ୍ରଣା ଦେଖାଯାଇପାରେ । ଗିଲବର୍ଟ ସିଣ୍ଡ୍ରୋମରେ
ଜଣ୍ଡିସ୍ ଅନ୍ୟ ଇଂରାଜୀ ନାମ icterus) ରୋଗରେ ଚର୍ମ ଓ ଚକ୍ଷୁର ଶ୍ୱେତପଟଳରେ (whites of the eyes ) ହଳଦିଆ ବା ଶାଗୁଆ ବର୍ଣ୍ଣକଣା ଜମାହୋଇଯାଏ; ରକ୍ତରେ ଅଧିକ ବିଲିରୁବିନ (high bilirubin
ସ୍ଟିଭେନ୍ସ ଜନସନ ସିଣ୍ଡ୍ରୋମ(Dermatology) ଲକ୍ଷଣ ଜ୍ୱର, ଚର୍ମ ଫୋଟକା (skin blisters), ଚର୍ମ ଚୋପା ଛାଡ଼ିବା, ଲାଲ ଆଖି (red eyes ), ଆଖି ଯନ୍ତ୍ରଣା । ଆକ୍ରାନ୍ତ ସମୟ ବୟସ < ୩୦ କାରଣ କେତେକ ଔଷଧ, କେତେକ ସଂକ୍ରମଣ (infections)
ଟକ୍କିକ ଏପିଡର୍ମାଲ ନେକ୍ରୋଲାଇସିସ(Dermatology) ଲକ୍ଷଣ ଜ୍ୱର, ଚର୍ମ ଫୋଟକା (skin blisters), ଚର୍ମ ଚୋପା ଛାଡ଼ିବା, ଲାଲ ଆଖି (red eyes ), ଆଖି ଯନ୍ତ୍ରଣା । ଆକ୍ରାନ୍ତ ସମୟ Age > ୪୦ ବିପଦ କାରକ ଏଚଆଇଭି/ଏଡସ, ସିସ୍ଟମିକ ଲୁପସ୍