ନେଫ୍ରୋଟିକ ସିଣ୍ଡ୍ରୋମ

From Wikipedia, the free encyclopedia

ନେଫ୍ରୋଟିକ ସିଣ୍ଡ୍ରୋମ
Remove ads

ଲେଖା ଚାଲିଛି...

Quick Facts ନେଫ୍ରୋଟିକ ସିଣ୍ଡ୍ରୋମ (Nephrotic syndrome), ବିଭାଗ ...

ନେଫ୍ରୋଟିକ ସିଣ୍ଡ୍ରୋମ (ଇଂରାଜୀ ଭାଷାରେ Nephrotic syndrome) ଏକ ଲକ୍ଷଣ ସମୂହର ନାମ ଯାହା ବୃକ୍‌କ (kidney) ନଷ୍ଟ ହେବା ଯୋଗୁ ଜାତ ହୁଏ ।[] ଏହି ଲକ୍ଷଣମାନଙ୍କର ନାମ ପ୍ରୋଟିନୁରିଆ (protein in the urine), ହାଇପୋଆଲବୁମିନେମିଆ (low blood albumin levels), ହାଇପରଲିପିଡେମିଆ (high blood lipids), ଓ ଉଲ୍ଲେଖନୀୟ ଇଡିମା ଫୁଲା (swelling) ।[] ଓଜନ ବୃଦ୍ଧି, ଥକ୍କା ଅନୁଭବ, ଫେଣ‌ଯୁକ୍ତ ମୂତ୍ର ମଧ୍ୟ ଦେଖାଯାଏ ।[] ରୋଗ ଜଟିଳ ହେଲେ ରକ୍ତ ଜମାଟ (blood clots), ସଂକ୍ରମଣ ଓ ଉଚ୍ଚ ରକ୍ତଚାପ ହୋଇପାରେ ।[]

Remove ads

ଆଧାର

Loading related searches...

Wikiwand - on

Seamless Wikipedia browsing. On steroids.

Remove ads