ଲେଖା ଚାଲିଛି...

Quick Facts ନେଫ୍ରୋଟିକ ସିଣ୍ଡ୍ରୋମ (Nephrotic syndrome), ବିଭାଗ ...
ନେଫ୍ରୋଟିକ ସିଣ୍ଡ୍ରୋମ (Nephrotic syndrome)
Thumb
ନେଫ୍ରୋଟିକ ସିଣ୍ଡ୍ରୋମର ମୂଖ୍ୟ କାରଣ ରୂପେ ବିବେଚିତ ମଧୁମେହ ଗ୍ଲୋମେରୁଲୋସ୍କ୍ଲେରୋସିସର ଅଣୁବୀକ୍ଷଣ ଚିତ୍ର ।
ବିଭାଗବୃକ୍‌କ ରୋଗ ବିଜ୍ଞାନ (Nephrology)
ଲକ୍ଷଣଶୋଥ ବା ଇଡିମା (Swelling), ଓଜନ ଲାଭ, ଥକ୍କା ଅନୁଭବ, ଫେଣ‌ଯୁକ୍ତ ମୂତ୍ର [1]
କାରଣଫୋକାଲ ସେଗମେଣ୍ଟାଲ ଗ୍ଲୋମେରୁଲୋସ୍କ୍ଲେରୋସିସ (Focal segmental glomerulosclerosis), ମେମ୍ବ୍ରେନସ ନେଫ୍ରୋପାଥି (membranous nephropathy), ମିନିମାଲ ଚେଞ୍ଜ ଡିଜିଜ (minimal change disease), ମଧୁମେହ, ଲୁପସ (lupus)[1][2]
ରୋଗ ନିର୍ଣ୍ଣୟ ପଦ୍ଧତିମୂତ୍ର ପରୀକ୍ଷା (Urine testing), ବୃକ୍‌କ ବାୟୋପ୍ସି (kidney biopsy)[1]
ସଠିକ ରୋଗ ନିର୍ଣ୍ଣୟନେଫ୍ରୋଟୋଲ ସିଣ୍ଡ୍ରୋମ (Nephritic syndrome), ସିରୋସିସ, ସାଂଘାତିକ ଅପ‌ପୁଷ୍ଟି (malnutrition)[2]
ଚିକିତ୍ସାକାରଣ ଅନୁଯାୟୀ ଚିକିତ୍ସା [1]
ପୁନଃପୌନିକଏକ ଲକ୍ଷରେ ୫ଜଣ [3][4]
Close

ନେଫ୍ରୋଟିକ ସିଣ୍ଡ୍ରୋମ (ଇଂରାଜୀ ଭାଷାରେ Nephrotic syndrome) ଏକ ଲକ୍ଷଣ ସମୂହର ନାମ ଯାହା ବୃକ୍‌କ (kidney) ନଷ୍ଟ ହେବା ଯୋଗୁ ଜାତ ହୁଏ ।[1] ଏହି ଲକ୍ଷଣମାନଙ୍କର ନାମ ପ୍ରୋଟିନୁରିଆ (protein in the urine), ହାଇପୋଆଲବୁମିନେମିଆ (low blood albumin levels), ହାଇପରଲିପିଡେମିଆ (high blood lipids), ଓ ଉଲ୍ଲେଖନୀୟ ଇଡିମା ଫୁଲା (swelling) ।[1] ଓଜନ ବୃଦ୍ଧି, ଥକ୍କା ଅନୁଭବ, ଫେଣ‌ଯୁକ୍ତ ମୂତ୍ର ମଧ୍ୟ ଦେଖାଯାଏ ।[1] ରୋଗ ଜଟିଳ ହେଲେ ରକ୍ତ ଜମାଟ (blood clots), ସଂକ୍ରମଣ ଓ ଉଚ୍ଚ ରକ୍ତଚାପ ହୋଇପାରେ ।[1]

ଆଧାର

Wikiwand in your browser!

Seamless Wikipedia browsing. On steroids.

Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.

Wikiwand extension is a five stars, simple, with minimum permission required to keep your browsing private, safe and transparent.