ଏହା ଏକ ଔଷଧ ଯାହା ଫୁସଫୁସ ଉଚ୍ଚ ରକ୍ତଚାପ (PAH), ରେନଡ ସିଣ୍ଡ୍ରୋମ ଏବଂ କ୍ରନିକ୍ ଅଙ୍ଗ ଇସକେମିଆର ରୋଗମାନଙ୍କର ଚିକ From Wikipedia, the free encyclopedia
ଇଲୋପ୍ରୋଷ୍ଟ, ଅନ୍ୟମାନଙ୍କ ମଧ୍ୟରେ ଏକ ବେପାର ନମ ଭେଣ୍ଟାଭିସ, ହେଉଛି ଏକ ଔଷଧ ଯାହା ଫୁସଫୁସ ଉଚ୍ଚ ରକ୍ତଚାପ (PAH), ରେନଡ ସିଣ୍ଡ୍ରୋମ ଏବଂ କ୍ରନିକ୍ ଅଙ୍ଗ ଇସକେମିଆର ରୋଗମାନଙ୍କର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[1] [2] ଏହା ତୁଷାରକ୍ଷତ ପାଇଁ ମଧ୍ୟ ବ୍ୟବହୃତ ହୋଇପାରେ ।[3] ଏହା ପ୍ରଶ୍ୱାସରେ କିମ୍ବା ଶିରାରେ ଇଞ୍ଜେକସନ ଆକରରେ ଦିଆପାରେ ।[2]
Clinical data | |
---|---|
Trade names | Ventavis, Ilomedine, others |
AHFS/Drugs.com | monograph |
MedlinePlus | a612032 |
data | |
Routes of administration | Inhaled; Intravenous |
Legal status | |
Legal status |
|
Pharmacokinetic data | |
Bioavailability | Unclear |
Metabolism | β-oxidation |
Elimination half-life | 20–30 minutes |
Identifiers | |
IUPAC name
| |
ECHA InfoCard | 100.163.887 |
Chemical and physical data | |
Formula | C22H32O4 |
Molar mass | ୩୬୦.୪୯ g·mol−1 |
3D model (JSmol) | |
SMILES
| |
InChI
| |
(verify) |
ପ୍ରଶ୍ୱାସପ୍ରାପ୍ତ ଔଷଧର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବିନ୍ଧା, ଦେହ ଲାଲ ପଡ଼ିବା, ରକ୍ତସ୍ରାବ, ଛାତି ଯନ୍ତ୍ରଣା, ଅଇ, କାଶ ଏବଂ ଫୁଲା ହୋଇପାରେ । [4] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ନିମ୍ନ ରକ୍ତଚାପ ଓ ସ୍ୱଳ୍ପ ପ୍ରାଟେଲାଟ ହୋଇପାରେ ।[2] ଗର୍ଭାବସ୍ଥାରେ ନିରାପତ୍ତା ଅସ୍ପଷ୍ଟ, କିନ୍ତୁ ଏହାର ଉପକାର ଦେଖି ବ୍ୟବହାରକୁ ଯଥାର୍ଥ ବ୍ୟବହାର କରାଯାଇପାରେ ।[5] ଏହା ପ୍ରୋଷ୍ଟାସାଇକ୍ଲିନ୍ର ଏକ ଉତ୍ପାଦିତ ଆକାର ଯାହା ରକ୍ତ ନଳୀଗୁଡିକୁ ବିସ୍ତାର କରିଥାଏ ।[1] [4]
ଇଲୋପ୍ରୋଷ୍ଟ ୨୦୦୩ ମସିହାରେ ୟୁରୋପରେ ଏବଂ ୨୦୦୪ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ପାଇଁ ଅନୁମୋଦିତ ହୋଇଥିଲା ।[4] [1] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[2] ଯୁକ୍ତରାଜ୍ୟରେ ୫୦ ମାଇକ୍ରୋଗ୍ରାମ୍ ଇଞ୍ଜେକ୍ସନ୍ ପାଇଁ ମୂଲ୍ୟ ପାଉଣ୍ଡ ଥିବାବେଳେ ୧୦ ମାଇକ୍ରୋଗ୍ରାମ୍ ପ୍ରଶ୍ୱାସ ଆକାର ପାଇଁ ୨୦୨୧ ସୁଦ୍ଧା ପ୍ରାୟ ୧୦ ପାଉଣ୍ଡ ଖର୍ଚ୍ଚ ହୋଇଥାଏ [2] ଯୁକ୍ତରାଷ୍ଟ୍ରରେ ପ୍ରଶ୍ୱାସ ଆକାରର ମୂଲ୍ୟ ୧୪୦ ଡଲାର ଥିଲା ।[6]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.