ଡାଇଫେନହାଇଡ୍ରାମିନ (ଇଂରାଜୀ ଭାଷାରେ Diphenhydramine) ଏକ ପ୍ରକାର ଆଣ୍ଟିହିସ୍ଟାମିନ (antihistamine) ଯାହା ଆଲର୍ଜି (allergies) ରୋଗର ଚିକିତ୍ସାରେ ବ୍ୟବହୃତ ହୁଏ ।[5] ନିଦ୍ରାହୀନତା, ଶର୍ଦ୍ଦି ଲକ୍ଷଣର ଉପଶମ, ପାର୍କିନସୋନିଜ୍ମର (parkinsonism) କମ୍ପନ, ଓ ଅଇ (nausea) ଇତ୍ୟଦି ଲକ୍ଷଣମାନଙ୍କ ଚିକିତ୍ସା ନିମନ୍ତେ ମଧ୍ୟ ଦିଆଯାଏ ।[5] ଏହା ପାଟିରେ ଦିଆଯାଏ, ପେଶୀରେ (injection into a muscle) ଓ ଶିରାଭ୍ୟନ୍ତରରେ (injection into a vein) ମଧ୍ୟ ଇଞ୍ଜେକସନ ଆକାରରେ ଦିଆଯାଏ ।[5] ଔଷଧ ଦେବାର ୨ ଘଣ୍ଟା ପରେ ଏହାର ସର୍ବାଧିକ ପ୍ରଭାବ ଅନୁଭୁତ ହୁଏ ଓ ପ୍ରାୟ ୭ ଘଣ୍ଟା ପର୍ଯ୍ୟନ୍ତ ରହେ । [5]
Clinical data | |
---|---|
Pronunciation | /ˌdaɪfɛnˈhaɪdrəmiːn/ |
Trade names | ବ୍ୟବସାୟିକ ନାମ - ବେନାଡ୍ରିଲ (Benadryl), ୟୁନିସୋମ (Unisom), ସୋମିନେକ୍ସ (Sominex) ଓ ଅନ୍ୟାନ୍ୟ । |
AHFS/Drugs.com | monograph |
MedlinePlus | a682539 |
Pregnancy category |
|
Dependence liability | Very low |
Routes of administration | By mouth, IM, IV, topical and rectal |
ATC code | |
Legal status | |
Legal status |
|
Pharmacokinetic data | |
Bioavailability | 40–60%[1] |
Protein binding | 98–99% |
Metabolism | Various cytochrome P450 liver enzymes: CYP2D6 (80%), 3A4 (10%)[2] |
Elimination half-life | 7 hours (children)[3] 12 hours (adults)[3] 17 hours (elderly)[3] |
Excretion | 94% through the urine, 6% through feces[4] |
Identifiers | |
IUPAC name
| |
CAS Number | |
PubChem CID | |
IUPHAR/BPS | |
DrugBank | |
ChemSpider | |
UNII | |
KEGG | |
ChEBI | |
ChEMBL | |
ECHA InfoCard | 100.000.360 |
Chemical and physical data | |
Formula | C17H21NO |
Molar mass | 255.355 g/mol |
3D model (JSmol) | |
SMILES
| |
InChI
| |
(what is this?) (verify) |
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ନିଦ୍ରାଳୁତା, ପାକସ୍ଥଳୀ ଗୋଳମାଳ ଓ ଶରୀର ସମନ୍ୱୟ (coordination) ଅଭାବ ଦେଖାଯାଏ ।[5] ଶିଶୁମାନଙ୍କୁ ଏହା ଦିଆଯାଏ ନାହିଁ ।[5] ଗର୍ଭାବସ୍ଥାରେ ଦେଲେ ଏହାର କୌଣସି ସ୍ପଷ୍ଟ ସଙ୍କଟ ଦେଖାଯାଇନାହିଁ, କିନ୍ତୁ ସ୍ତନ୍ୟପାନ ସମୟରେ ଦିଆଯାଏନାହିଁ । [6] ଏହା ଏକ ପ୍ରଥମ ପିଢ଼ୀର ଏଚ୧ ଆଣ୍ଟିହିସ୍ଟାମିନ (first generation H1-antihistamine) ଓ ହିସ୍ଟାମିନର (histamine) ପ୍ରଭାବକୁ ଅବରୋଧ କରି କାମ କରେ । [5]
ଜର୍ଜ ରିଭେସଙ୍କଦ୍ୱାରା (George Rieveschl) ଏହା ପ୍ରସ୍ତୁତ କରାଯାଇଥିଲା ଓ ସନ ୧୯୪୬ରେ ବ୍ୟବସାୟିକ ଭିତ୍ତିରେ ବ୍ୟବହାର କରାଯାଇଥିଲା ।[7][8] ଏହା ଜେନେରିକ ଔଷଧ ନାମରେ ଉପଲବ୍ଧ ହୁଏ ।[5] ସନ ୨୦୧୪ରେ ଏହାର ହୋଲସେଲ ମୂଲ୍ୟ ଏକ ଡୋଜ ପିଛା ୦.୦୧ ଆମେରିକୀୟ ଡଲାର ଥଲା ।[9] ଯୁକ୍ତରାଷ୍ଟ୍ର ଆମେରିକାରେ ଏକ ମାସର ଏହି ଔଷଧ ଖର୍ଚ୍ଚ ପ୍ରାୟ ୨୫ ଡଲାର ।[10] ଏହାର ଏନେକ ନାମ ମଧ୍ୟରୁ ଏକ ବେନାଡ୍ରିଲ ନାମରେ ଏହା ବିକ୍ରୟ ହୁଏ । [5]
ଆଧାର
Wikiwand in your browser!
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.