ନିଦ୍ରାବେଶନିଉରୋଟ୍ରାନ୍ସମିଟରର (neurotransmitter), ସ୍ତର କମ ଥାଏ ଯାହା ଅଟୋଇମ୍ମ୍ୟୁନ (autoimmune disorder) ବେମାରୀ ଯୋଗୁ ହୋଇପାରେ । ଆଘାତ, କେତେକ ସଂକ୍ରମଣ, ଟକ୍ସିନ ବା ମାନସିକ ଚାପର
ବହିଃ କର୍ଣ୍ଣ ପ୍ରଦାହଜୀବାଣୁ ସଂକ୍ରମଣ ଯୋଗୁ ଆକ୍ୟୁଟ ଓ ଆଲର୍ଜି (allergies) ବା ଅଟୋଇମ୍ମ୍ୟୁନ (autoimmune disorder) ରୋଗ ହୋଇଥିଲେ କ୍ରନିକ ହୁଏ । ଆକ୍ୟୁଟ ହେବା ନିମନ୍ତେ ପହଁରା, ସାଧାରଣ ଆଘାତ
ପେରିକାର୍ଡ଼ାଇଟିସହୃଦ୍ଘାତ ପରବର୍ତ୍ତୀ ୟୁରିମିକ ପେରିକାର୍ଡ଼ାଇଟିସ, କର୍କଟ ରୋଗ, ଅଟୋଇମ୍ମ୍ୟୁନ ରୋଗ (autoimmune disorder) ଓ ଛାତି ଆଘାତ ଯୋଗୁ ଏହି ରୋଗ ହୋଇପାରେ । ଅଧିକାଂଶ ସମୟରେ ଏହର କାରଣ ଅଜ୍ଞାତ
ହେମୋଫିଲିଆପାରାହେମୋଫିଲିଆ (ଫ୍ୟାକ୍ଟର V ଅଭାବ ଯୋଗୁ) । କର୍କଟ ରୋଗ, ଅଟୋଇମ୍ମ୍ୟୁନ ରୋଗ (autoimmune disorder) ଓ ଗର୍ଭାବସ୍ଥାରେ ଉପାର୍ଜ୍ଜିତ ହେମୋଫିଲିଆ ହୋଇପାରେ । ରକ୍ତର ଜମାଟ ବାନ୍ଧିବା
ଗୁଲେନ-ବାରେ ସିଣ୍ଡ୍ରୋମଅଦ୍ୟାବଧି ଅଜ୍ଞାତ ଅଛି । ଅନ୍ତର୍ନିହିତ କାର୍ଯ୍ୟବିଧିରେ ଅଟୋଇମ୍ମ୍ୟୁନ ବେମାରୀ (autoimmune disorder) ଯୋଗୁ ଶରୀର ନିଜର ପ୍ରାନ୍ତୀୟ ସ୍ନାୟୁମାନଙ୍କୁ ଚିହ୍ନି ନ ପାରି ସେଗୁଡ଼ିକର ମାୟେଲିନ