From Wikipedia, the free encyclopedia
ଉଇକି-ଅଭିଧାନ ଏକ ବହୁଭାଷୀ ମୁକ୍ତ ଅଭିଧାନ ବା ଶବ୍ଦାବଳୀ ଅଟେ । ଏହା ୧୭୦ଟି ଭାଷାରେ ଉପଲବ୍ଧ । ବିଭିନ୍ନ ସ୍ୱେଚ୍ଛାସେବୀମାନଙ୍କଦ୍ୱାରା ସହଯୋଗୀତାମୂଳକ ଭାବେ ଲେଖାଯାଇଥାଏ । ଉଇକି ଅଭିଧାନର ମୂଳ ଲକ୍ଷ ହେଲା: "ସବୁ ଶବ୍ଦ ସବୁ ଭାଷାରେ" ।[2]
ୟୁ.ଆର.ଏଲ | http://www.wiktionary.org |
---|---|
ସ୍ଳୋଗାନ | The Free Dictionary |
ବ୍ୟବସାୟିକ | No |
ସାଇଟର ପ୍ରକାର | Online dictionary |
ରେଜେଷ୍ଟ୍ରିକରଣ | ଇଚ୍ଛାଧିନ |
ମିଳୁଥିବା ଭାଷା | Multi-lingual (over 170) |
ମାଲିକ | ଉଇକିମିଡ଼ିଆ ଫାଉଣ୍ଡେସନ |
ତିଆରି କରିଥିଲେ | Jimmy Wales and the Wikimedia community |
ଆରମ୍ଭ କରାଯାଇଥିଲା | ୧୨ ଡିସେମ୍ବର ୨୦୦୨ |
ଆଲେକ୍ସା କ୍ରମାଙ୍କ | 614 (April 2014[update])[1] |
ଏବେକାର ସ୍ଥିତି | ସଚଳ |
୧୨ ଡିସେମ୍ବର ୨୦୦୨ରେ ପ୍ରଥମ କରି ଏହି ଅଭିଧାନ ପ୍ରକଳ୍ପ ଆରମ୍ଭ ହେଇଥିଲା ।[3]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.