ଲେଖା ଚାଲିଛି...

Quick Facts Clinical data, Pronunciation ...
ଲାବେଟାଲୋଲ
Thumb
Clinical data
Pronunciation/ləˈbɛtəlɔːl/
Trade namesNormodyne, Trandate, others
AHFS/Drugs.commonograph
MedlinePlusa685034
Pregnancy
category
  • C
    One of few drugs used for PIH
Routes of
administration
By mouth, intravenous
ATC code
Legal status
Legal status
  • ℞ (Prescription only)
Pharmacokinetic data
Bioavailability25%
Protein binding50%
MetabolismLiver pass metabolism,
Elimination half-lifeTablet: 6-8 hours; IV: 5.5 hours
ExcretionExcreted in urine, not removed by hemodialysis
Identifiers
IUPAC name
  • (RS)-2-Hydroxy-5-[1-hydroxy-2-[(4-phenylbutan-2-yl)amino]ethyl]benzamide
CAS Number
PubChem CID
IUPHAR/BPS
DrugBank
ChemSpider
UNII
KEGG
ChEBI
ChEMBL
ECHA InfoCard100.048.401 Edit this at Wikidata
Chemical and physical data
FormulaC19H24N2O3
Molar mass୩୨୮.୪୧ g·mol−1
3D model (JSmol)
ChiralityRacemic mixture
SMILES
  • O=C(c1cc(ccc1O)C(O)CNC(C)CCc2ccccc2)N
InChI
  • InChI=1S/C19H24N2O3/c1-13(7-8-14-5-3-2-4-6-14)21-12-18(23)15-9-10-17(22)16(11-15)19(20)24/h2-6,9-11,13,18,21-23H,7-8,12H2,1H3,(H2,20,24) checkY
  • Key:SGUAFYQXFOLMHL-UHFFFAOYSA-N checkY
  (verify)
Close

ଲାବେଟାଲୋଲ (ଇଂରାଜୀ ଭାଷାରେ Labetalol) ଏକ ପ୍ରକାର ଔଷଧ ଯାହା ଉଚ୍ଚ ରକ୍ତଚାପ ଓ ଦୀର୍ଘକାଳୀନ ଆଞ୍ଜାଇନା (angina) ରୋଗର ଚିକିତ୍ସାରେ ଦିଆଯାଏ ।[1][2] ଏସେନସିଆଲ ହାଇପରଟେନସନ, ହାଇପରଟେନସିଭ ଆପାତକାଳୀନ (hypertensive emergencies) ଓ ଗର୍ଭାବସ୍ଥା ଉଚ୍ଚ ରକ୍ତଚାପ (hypertension of pregnancy) ରୋଗମାନଙ୍କରେ ଏହା ଦିଆଯାଏ ।[2] ଏସେନସିଆଲ ହାଇପରଟେନସନ (essential hypertensiln) ରୋଗରେ ଏହା ଅନ୍ୟାନ୍ୟ ରକ୍ତଚାପ ଔଷଧ (blood pressure medications) ଅପେକ୍ଷା କମ୍ ପସନ୍ଦ କରାଯାଏ । [1] ଏହା ପାଟିରେ ବା ଶିରାଭ୍ୟନ୍ତର ଇଞ୍ଜେକସନ (injection into a vein) ଆକାରରେ ଦିଆଯାଏ । [1]

ଲାବେଟାଲୋଲର ପାର୍ଶ୍ୱ ପ୍ରତିକ୍ରିୟାରେ ଠିଆହେଲେ ଅଳ୍ପ ରକ୍ତଚାପ (low blood pressure with standing), ମୁଣ୍ଡ ଓଜନିଆ, ଥକ୍କାଣ ଅନୁଭବ ଓ ଅଇ ହୋଇପାରେ ।[1] ପାର୍ଶ୍ୱ ପ୍ରତିକ୍ରିୟା ସାଂଘାତିକ ହେଲେ ଅଳ୍ପ ରକ୍ତଚାପ (low blood pressure), ଯକୃତ ସମସ୍ୟା (liver problems), ବ୍ରୋଙ୍କୋସ୍ପାଜ୍ମ (bronchospasm) ଓ ହୃଦ୍‌ପାତ ହୋଇପାରେ ।[1] ଗର୍ଭାବସ୍ଥାର ଶେଷ ପର୍ଯ୍ୟାୟରେ ଏହା ନିରାପଦ ଥାଏ ଓ ସ୍ତନ୍ୟପାନ ସମୟରେ ସମସ୍ୟା ସୃଷ୍ଟ କରିବା ଆଶା କରାଯାଏ ନାହିଁ ।[2][3] ଏହା ବିଟା ରିସେପ୍ଟର (β-receptors) ଓ ଆଲଫା ରିସେପ୍ଟରମାନଙ୍କର (α-receptors) କ୍ରିୟାଶୀଳତାକୁ ଅବରୋଧ କରି କାର୍ଯ୍ୟକ୍ଷମ ହୁଏ [1]

ଲାବେଟାଲୋଲ ସନ ୧୯୬୬ରେ ପେଟେଣ୍ଟ ହେବା ପରେ ସନ ୧୯୭୭ରେ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ଯୁକ୍ତରାଷ୍ଟ୍ର ଆମେରିକାରେ ସ୍ୱୀକୃତ ହୋଇଥିଲା ।[4] ଏହା ଜେନେରିକ ଔଷଧ ନାମରେ (generic medication) ବିକ୍ରୟ ହୁଏ ।[2] ସନ ୨୦୧୯ରେ ସଂଯୁକ୍ତ ରାଷ୍ଟ୍ରରେ (United Kingdom) ଏନଏଚଏସକୁ (NHS) ଏହାର ଏକ ମାସର ଡୋଜ ପିଛା ପ୍ରାୟ ୮ ପାଉଣ୍ଡ ଖର୍ଚ୍ଚ କରିବାକୁ ପଡ଼ୁଥିଲା ।[2] ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ଔଷଧ ବାବଦ ଏକ ମାସରେ ପ୍ରାୟ ୧୨ ଆମେରିକୀୟ ଡଲାର ଖର୍ଚ୍ଚ ହୁଏ । [5] ସନ ୨୦୧୬ରେ ଏହାର ୨ ନିୟୁତରୁ ଅଧିକ ପ୍ରେସକ୍ରିପସନ ହୋଇ ସର୍ବାଧିକ ପ୍ରେସକ୍ରିସନ ତାଲିକାର ୨୩୩ତମ ସ୍ଥାନରେ ଥଲା ।[6]

ଆଧାର

ବାହ୍ୟ ଲିଙ୍କ

Wikiwand in your browser!

Seamless Wikipedia browsing. On steroids.

Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.

Wikiwand extension is a five stars, simple, with minimum permission required to keep your browsing private, safe and transparent.