କାଞ୍ଚିପୁରମ , ତାମିଲନାଡୁ ରାଜ୍ୟର ଏକ ପ୍ରାଚୀନ ସହର । ହିନ୍ଦୁ ଧର୍ମର ସାତ ପବିତ୍ର ସ୍ଥଳରେ ମଧ୍ୟରେ ଏହା ଅନ୍ୟତମ ।

Quick Facts କାଞ୍ଚିପୁରମ, ଦେଶ ...
କାଞ୍ଚିପୁରମ
ସହର
Montage image showing temple structures and a weaver
Clockwise from top: Kailasanathar temple, Ekambareswarar Temple, Kamakshi Amman Temple, a silk weaver in the city and Varadarajar Perumal Temple
ଦେଶଭାରତ
ରାଜ୍ୟତାମିଲନାଡୁ
ଜିଲ୍ଲାକାଞ୍ଚିପୁରମ
Population
 (2001)
  Total୧,୫୨,୯୮୪
ଭାଷା
  ସରକାରୀତାମିଲ
Time zoneUTC+5:30 (IST)
PIN
631501-631503
Telephone code044
ଯାନବାହାନ ପଞ୍ଚୀକରଣTN21
Websitekanchi.tn.nic.in
Close

ଭୂଗୋଳ

ଜନସଂଖ୍ୟା ଓ ସାକ୍ଷରତା

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, କାଞ୍ଚିପୁରମ ସହରର ମୋଟ ଜନସଂଖ୍ୟା ୯୦୧୩ ।[1] ସେଥି ମଧ୍ୟରୁ ୪୯.୮୩% ଜଣ ପରୁଷ ହୋଇଥିବା ବେଳେ ୫୦.୧୭% ଜଣ ନାରୀ ଅଟନ୍ତି । କାଞ୍ଚିପୁରମର ସାକ୍ଷରତା ହାର ୭୨.୭୧% । ଏହା ଜାତୀୟ ହାରଠାରୁ ୭.୮୭% ପ୍ରତିଶତ କମ । ସେଥିରୁ ୪୦.୬୪% ପ୍ରତିଶତ ପୁରୁଷ ଓ ୩୨.୦୬% ନାରୀ ଅଟନ୍ତି । ୧୦.୪୦% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[1]

ଭାଷା

ତାମିଲ କାଞ୍ଚିପୁରମର ସରକାରୀ ଭାଷା ।

ଇତିହାସ

ପୌରାଣିକ

ଦର୍ଶନୀୟ ସ୍ଥାନ

ଆଧାର

ବାହାର ତଥ୍ୟ

Wikiwand in your browser!

Seamless Wikipedia browsing. On steroids.

Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.

Wikiwand extension is a five stars, simple, with minimum permission required to keep your browsing private, safe and transparent.