[[Category:Lua error in package.lua at line 80: module 'Module:Pagetype/disambiguation' not found. with short description]]

Quick Facts Darjiling, ଦେଶ ...
Darjiling
ଦେଶ India
ରାଜ୍ୟପଶ୍ଚିମବଙ୍ଗ
ଜିଲ୍ଲାଦର୍ଜିଲିଙ୍ଗ୍
Elevation
6,686[1] m (Bad rounding hereFormatting error: invalid input when rounding ft)
Population
 (2001)[1]
  Total୫,୪୦୦
ଭାଷା
  ସରକାରୀବଙ୍ଗାଳୀ
Time zoneUTC+5:30 (IST)
Close

ଦାର୍ଜିଲିଂ ଏକ ଭାରତୀୟ ଜନଗଣନା ସହର (Census town) ଅଟେ । ଏହା ପଶ୍ଚିମବଙ୍ଗର ଦର୍ଜିଲିଙ୍ଗ୍ ଜିଲ୍ଲାରେ ଅବସ୍ଥିତ ।

ଭୌଗଳିକ ଅବସ୍ଥିତି

ଦାର୍ଜିଲିଂ ୨୭.୦୩୩୩ ଉତ୍ତର ଅକ୍ଷାଂଶ ଓ ୮୮.୨୬୬୭ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୬୬୮୬ ଫୁଟ ଉଚ୍ଚତାରେ ରହିଛି ।[1]

ଜନସଂଖ୍ୟା ଓ ସାକ୍ଷରତା

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଦାର୍ଜିଲିଂ ସହରର ମୋଟ ଜନସଂଖ୍ୟା ୫୪୦୦ ଅଟେ ।[2] ସେଥି ମଧ୍ୟରୁ ୫୩.୫୪% ଜଣ ପରୁଷ ହୋଇଥିବା ବେଳେ ୪୬.୪୬% ଜଣ ନାରୀ ଅଟନ୍ତି । ଦାର୍ଜିଲିଂର ସାକ୍ଷରତା ହାର ୮୨.୦୬% ଅଟେ । ସେଥିରୁ ୪୬.୫୪% ପ୍ରତିଶତ ପୁରୁଷ ଓ ୩୫.୫୨% ନାରୀ ଅଟନ୍ତି । ୮.୨୦% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[2]

ଭାଷା

ବଙ୍ଗାଳୀ ଦାର୍ଜିଲିଂର ସରକାରୀ ଭାଷା ଅଟେ ।

ଆହୁରି ପଢନ୍ତୁ

ଆଧାର

ବାହାର ଲିଙ୍କ

Wikiwand in your browser!

Seamless Wikipedia browsing. On steroids.

Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.

Wikiwand extension is a five stars, simple, with minimum permission required to keep your browsing private, safe and transparent.