ଓଡ଼ିଆ କଥାଚିତ୍ର ଅଭିନେତା From Wikipedia, the free encyclopedia
ସବ୍ୟସାଚୀ ମିଶ୍ର (ଜନ୍ମ: ୬ ଅକ୍ଟୋବର ୧୯୮୫)ଜଣେ ଓଡ଼ିଆ କଥାଚିତ୍ର ଅଭିନେତା । ସେ ତେଲୁଗୁ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଛନ୍ତି ।[2] ଅଭିନୟ ବ୍ୟତିତ ସେ ଏକାଧିକ ଚଳଚ୍ଚିତ୍ରରେ ପ୍ରଚ୍ଛଦପଟ୍ଟ ଗାୟନ ମଧ୍ୟ କରିଛନ୍ତି ।[3]
ସବ୍ୟସାଚୀ ମିଶ୍ର | |
---|---|
ଜନ୍ମ | ବୁର୍ଲା, ସମ୍ବଲପୁର | ୬ ଅକ୍ଟୋବର ୧୯୮୫
ଜାତୀୟତା | ଭାରତୀୟ |
ଶିକ୍ଷା | ଯନ୍ତ୍ରଶାସ୍ତ୍ର ସ୍ନାତକ |
ଶିକ୍ଷାନୁଷ୍ଠାନ | ସିଲିକନ ଇନଷ୍ଟିଚୁଟ ଅଫ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି, ସରକାରୀ ବାଳକ ବିଦ୍ୟାଳୟ ୟୁନିଟ-୧, ଭୁବନେଶ୍ୱର[1] |
ବୃତ୍ତି | ଓଡ଼ିଆ କଥାଚିତ୍ର ଅଭିନେତା |
ସକ୍ରିୟ ବର୍ଷ | ୨୦୦୭-ଏବେଯାଏଁ |
ପ୍ରସିଦ୍ଧି | ଓଡ଼ିଆ କଥାଚିତ୍ର ଅଭିନେତା |
ବୈବାହିକ-ସାଥୀ | ଅର୍ଚ୍ଚିତା ସାହୁ (୧ ମାର୍ଚ୍ଚ ୨୦୨୧- ଏପର୍ଯ୍ୟନ୍ତ) |
ପିତାମାତା(s) | ସୁରେନ୍ଦ୍ର ପ୍ରସାଦ ମିଶ୍ର ସୁଷମା ମିଶ୍ର |
ସମ୍ପର୍କୀୟ | ସୌମ୍ୟକାନ୍ତ ମିଶ୍ର(ଭାଇ) |
'ସବ୍ୟସାଚୀ' ସମ୍ବଲପୁର ଜିଲ୍ଲାର ବୁର୍ଲାଠାରେ ୧୯୮୫ ମସିହା ଅକ୍ଟୋବର ୦୬ ତାରିଖ ଦିନ ଜନ୍ମ ଗ୍ରହଣ କରିଥିଲେ ।[4] ୨୦୨୧ ମସିହା ମାର୍ଚ୍ଚ ୧ତାରିଖ ଦିନ ଅଭିନେତ୍ରୀ ଅର୍ଚ୍ଚିତା ସାହୁଙ୍କୁ ବିବାହ କରିଥିଲେ ।[5]
୨୦୦୭ ମସିହାରେ ପାଗଳ ପ୍ରେମୀ କଥାଚିତ୍ରରୁ ଓଡ଼ିଆ କଥାଚିତ୍ର ଜଗତରେ ପ୍ରବେଶ କରିଥିବା ସବ୍ୟସାଚୀ,[6] ବର୍ତ୍ତମାନ ସୁଦ୍ଧା ୩୫ଟିରୁ ଅଧିକ ଓଡ଼ିଆ କଥାଚିତ୍ର, ତେଲୁଗୁ କଥାଚିତ୍ର ଓ ୧୦୦ରୁ ଅଧିକ ଆଲବମରେ ଅଭିନୟ କରିସାରିଛନ୍ତି ।[7] ଏଥିସହିତ ସେ ବଙ୍ଗଳା ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଛନ୍ତି ।[8]
କଥାଚିତ୍ର | ମୁକ୍ତିଲାଭ ବର୍ଷ | ନିର୍ଦ୍ଦେଶକ |
---|---|---|
ଛାତିରେ ଲେଖିଛି ତୋରି ନାଁ | ୨୦୧୧ | ସଞ୍ଜୟ ନାୟକ |
ଡ୍ରିମ୍ ଗାର୍ଲ | ୨୦୦୯ | ଅଶୋକ ପତି |
ମୁଁ ସପନର ସୌଦାଗର | ୨୦୦୮ | ସଞ୍ଜୟ ନାୟକ |
ପାଗଳ ପ୍ରେମୀ | ୨୦୦୭ | ହର ପଟ୍ଟନାୟକ |
ପିଲାଟା ବିଗିଡିଗଲା | ୨୦୧୫ | ବସନ୍ତ ସାହୁ |
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.