From Wikipedia, the free encyclopedia
[[Category:Lua error in package.lua at line 80: module 'Module:Pagetype/disambiguation' not found. with short description]]
Sivakasi | |
---|---|
Town | |
Country | India |
State | Tamil Nadu |
District | Virudhunagar |
Government | |
• Type | Special Grade Municipality |
• Body | Sivakasi Municipality |
Area | |
• ସମୁଦାୟ | 6.8 km2 (2.6 sq mi) |
Elevation | 101 m (331 ft) |
Population (2011) | ୭୧,୦୪୦[1] |
Languages | |
• Official | Tamil |
Time zone | UTC+5:30 (IST) |
PIN | 626123 |
Telephone code | 04562 |
ଯାନବାହାନ ପଞ୍ଚୀକରଣ | TN 84 |
Website | municipality |
ଶିବକାଶୀ ଏକ ଭାରତୀୟ ପୌରପାଳିକା (Municipality) ଅଟେ । ଏହା ତାମିଲନାଡୁର ବିରୁଧୁନଗର ଜିଲ୍ଲାରେ ଅବସ୍ଥିତ ।
ଶିବକାଶୀ ୯.୪୪୯୦ ଉତ୍ତର ଅକ୍ଷାଂଶ ଓ ୭୭.୭୯୯୨ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୩୧୪ ଫୁଟ ଉଚ୍ଚତାରେ ରହିଛି ।[2]
୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଶିବକାଶୀ ସହରର ମୋଟ ଜନସଂଖ୍ୟା ୭୨୧୭୦ ଅଟେ ।[3] ସେଥି ମଧ୍ୟରୁ ୫୦.୩୭% ଜଣ ପରୁଷ ହୋଇଥିବା ବେଳେ ୪୯.୬୩% ଜଣ ନାରୀ ଅଟନ୍ତି । ଶିବକାଶୀର ସାକ୍ଷରତା ହାର ୭୬.୯୮% ଅଟେ । ଏହା ଜାତୀୟ ହାରଠାରୁ -୧୨.୧୪% ପ୍ରତିଶତ କମ ଅଟେ । ସେଥିରୁ ୪୧.୩୭% ପ୍ରତିଶତ ପୁରୁଷ ଓ ୩୫.୬୦% ନାରୀ ଅଟନ୍ତି । ୧୦.୮୧% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[3]
ତାମିଲ ଶିବକାଶୀର ସରକାରୀ ଭାଷା ଅଟେ ।
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.