ଭାରତୀୟ ରାଜନୀତିଜ୍ଞ From Wikipedia, the free encyclopedia
ଲୋକନାଥ ମିଶ୍ର (୨୧ ନଭେମ୍ବର ୧୯୨୨[୧] - ୨୭ ମଇ ୨୦୦୯) ଜଣେ ଭାରତୀୟ ରାଜନୀତିଜ୍ଞ ଥିଲେ । ସେ ରାଜ୍ୟ ସଭାର ସଭ୍ୟ ଥିଲେ ।[୨] ସେ ଆସାମର ରାଜ୍ୟପାଳ (୧୯୯୧-୧୯୯୭)[୩] ଓ ନାଗାଲାଣ୍ଡ ରାଜ୍ୟପାଳ (୧୯୯୨-୧୯୯୩) ଥିଲେ । ଭୁବନେଶ୍ୱରରେ ସେ ୨୭ ମଇ ୨୦୦୯ରେ ମୃତ୍ୟୁ ବରଣ କରିଥିଲେ ।[୪]
ଲୋକନାଥ ମିଶ୍ର | |
---|---|
ଆସାମର ରାଜ୍ୟପାଳ | |
କାର୍ଯ୍ୟକାଳ ୧୭ ମାର୍ଚ୍ଚ ୧୯୯୧ – ୧ ସେପ୍ଟେମ୍ବର ୧୯୯୭ | |
ପୂର୍ବ ଅଧିକାରୀ | ଦେବୀ ଦାସ ଠାକୁର |
ପର ଅଧିକାରୀ | ଶ୍ରୀନିବାସ କୁମାର ସିନ୍ହା |
ନାଗାଲ୍ୟାଣ୍ଡର ରାଜ୍ୟପାଳ | |
କାର୍ଯ୍ୟକାଳ ୧୩ ଅପ୍ରେଲ ୧୯୯୨ – ୧ ଅକ୍ଟୋବର ୧୯୯୨ | |
ପୂର୍ବ ଅଧିକାରୀ | ଏମ. ଏମ. ଥୋମାସ୍ |
ପର ଅଧିକାରୀ | ଭି.କେ.ନାୟାର |
ଅରୁଣାଚଳ ପ୍ରଦେଶର ରାଜ୍ୟପାଳ | |
କାର୍ଯ୍ୟକାଳ ୧୭ ମାର୍ଚ୍ଚ ୧୯୯୧ – ୨୫ ମାର୍ଚ୍ଚ ୧୯୯୧ | |
ପୂର୍ବ ଅଧିକାରୀ | ଦେବୀ ଦାସ ଠାକୁର |
ପର ଅଧିକାରୀ | ସୁରେନ୍ଦ୍ରନାଥ ଦ୍ୱିବେଦୀ |
ସଭ୍ୟ: ରାଜ୍ୟ ସଭା | |
କାର୍ଯ୍ୟକାଳ ୩ ଅପ୍ରେଲ ୧୯୬୦ – ୨ ଅପ୍ରେଲ ୧୯୭୮ | |
ନିର୍ବାଚନ ମଣ୍ଡଳୀ | ଓଡ଼ିଶା |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୨୧ ନଭେମ୍ବର ୧୯୨୨ |
ମୃତ୍ୟୁ | ୨୭ ମଇ ୨୦୦୯ ୮୭) ଭୁବନେଶ୍ୱର | (ବୟସ
ରାଜନୀତିକ ଦଳ | ଜନତା ପାର୍ଟି |
ଅନ୍ୟାନ୍ୟ ରାଜନୀତିକ ସମ୍ବନ୍ଧ | ସ୍ୱତନ୍ତ୍ର ପାର୍ଟି |
ଜୀବନ ସାଥୀ | ବୀଣାପାଣି ମିଶ୍ର |
ସନ୍ତାନ | ପିନାକୀ ମିଶ୍ର |
ସେ କନସ୍ଟିଚୁଏଣ୍ଟ ଆସେମ୍ବ୍ଲିର ସଭ୍ୟ ଥିଲେ ।
ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କର ସେ ବଡ଼ ପୁଅ ଥିଲେ । ତାଙ୍କ ସାନ ଭାଇ ରଙ୍ଗନାଥ ମିଶ୍ର ଭାରତର ପୂର୍ବତନ ମୂଖ୍ୟ ବିଚାରପତି ଥିଲେ ।[୫] ତାଙ୍କ ପୁଅ ପିନାକୀ ମିଶ୍ର ୧୧ଶ, ୧୫ଶ ଓ ୧୬ଶ ଲୋକ ସଭାର ପୁରୀ ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ସଦସ୍ୟ ଅଛନ୍ତି ।
ଶ୍ରୀ ଲୋକନାଥ ମିଶ୍ର ଦ୍ୱିତୀୟ ଓଡ଼ିଆ ଚଳଚ୍ଚିତ୍ର ଲଳିତାରେ (୧୯୪୯ ମସିହା) ମୁଖ୍ୟ ନାୟକ ଅର୍ଥାତ ବିଦ୍ୟାପତି ଭୂମିକାରେ ଅଭିନୟ କରିଥିଲେ ।
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.