ଯୌଗିକ ରାସାୟନିକ ପଦାର୍ଥ From Wikipedia, the free encyclopedia
ଲେଖା ଚାଲିଛି...
Clinical data | |
---|---|
Pronunciation | /ləˈbɛtəlɔːl/ |
Trade names | Normodyne, Trandate, others |
AHFS/Drugs.com | monograph |
MedlinePlus | a685034 |
Pregnancy category |
|
Routes of administration | By mouth, intravenous |
ATC code |
|
Legal status | |
Legal status |
|
Pharmacokinetic data | |
Bioavailability | 25% |
Protein binding | 50% |
Metabolism | Liver pass metabolism, |
Elimination half-life | Tablet: 6-8 hours; IV: 5.5 hours |
Excretion | Excreted in urine, not removed by hemodialysis |
Identifiers | |
IUPAC name
| |
CAS Number | |
PubChem CID | |
IUPHAR/BPS | |
DrugBank | |
ChemSpider | |
UNII | |
KEGG | |
ChEBI | |
ChEMBL | |
ECHA InfoCard | 100.048.401 |
Chemical and physical data | |
Formula | C19H24N2O3 |
Molar mass | ୩୨୮.୪୧ g·mol−1 |
3D model (JSmol) | |
Chirality | Racemic mixture |
SMILES
| |
InChI
| |
(verify) |
ଲାବେଟାଲୋଲ (ଇଂରାଜୀ ଭାଷାରେ Labetalol) ଏକ ପ୍ରକାର ଔଷଧ ଯାହା ଉଚ୍ଚ ରକ୍ତଚାପ ଓ ଦୀର୍ଘକାଳୀନ ଆଞ୍ଜାଇନା (angina) ରୋଗର ଚିକିତ୍ସାରେ ଦିଆଯାଏ ।[1][2] ଏସେନସିଆଲ ହାଇପରଟେନସନ, ହାଇପରଟେନସିଭ ଆପାତକାଳୀନ (hypertensive emergencies) ଓ ଗର୍ଭାବସ୍ଥା ଉଚ୍ଚ ରକ୍ତଚାପ (hypertension of pregnancy) ରୋଗମାନଙ୍କରେ ଏହା ଦିଆଯାଏ ।[2] ଏସେନସିଆଲ ହାଇପରଟେନସନ (essential hypertensiln) ରୋଗରେ ଏହା ଅନ୍ୟାନ୍ୟ ରକ୍ତଚାପ ଔଷଧ (blood pressure medications) ଅପେକ୍ଷା କମ୍ ପସନ୍ଦ କରାଯାଏ । [1] ଏହା ପାଟିରେ ବା ଶିରାଭ୍ୟନ୍ତର ଇଞ୍ଜେକସନ (injection into a vein) ଆକାରରେ ଦିଆଯାଏ । [1]
ଲାବେଟାଲୋଲର ପାର୍ଶ୍ୱ ପ୍ରତିକ୍ରିୟାରେ ଠିଆହେଲେ ଅଳ୍ପ ରକ୍ତଚାପ (low blood pressure with standing), ମୁଣ୍ଡ ଓଜନିଆ, ଥକ୍କାଣ ଅନୁଭବ ଓ ଅଇ ହୋଇପାରେ ।[1] ପାର୍ଶ୍ୱ ପ୍ରତିକ୍ରିୟା ସାଂଘାତିକ ହେଲେ ଅଳ୍ପ ରକ୍ତଚାପ (low blood pressure), ଯକୃତ ସମସ୍ୟା (liver problems), ବ୍ରୋଙ୍କୋସ୍ପାଜ୍ମ (bronchospasm) ଓ ହୃଦ୍ପାତ ହୋଇପାରେ ।[1] ଗର୍ଭାବସ୍ଥାର ଶେଷ ପର୍ଯ୍ୟାୟରେ ଏହା ନିରାପଦ ଥାଏ ଓ ସ୍ତନ୍ୟପାନ ସମୟରେ ସମସ୍ୟା ସୃଷ୍ଟ କରିବା ଆଶା କରାଯାଏ ନାହିଁ ।[2][3] ଏହା ବିଟା ରିସେପ୍ଟର (β-receptors) ଓ ଆଲଫା ରିସେପ୍ଟରମାନଙ୍କର (α-receptors) କ୍ରିୟାଶୀଳତାକୁ ଅବରୋଧ କରି କାର୍ଯ୍ୟକ୍ଷମ ହୁଏ ।[1]
ଲାବେଟାଲୋଲ ସନ ୧୯୬୬ରେ ପେଟେଣ୍ଟ ହେବା ପରେ ସନ ୧୯୭୭ରେ ଡାକ୍ତରୀ ବ୍ୟବହାର ନିମନ୍ତେ ଯୁକ୍ତରାଷ୍ଟ୍ର ଆମେରିକାରେ ସ୍ୱୀକୃତ ହୋଇଥିଲା ।[4] ଏହା ଜେନେରିକ ଔଷଧ ନାମରେ (generic medication) ବିକ୍ରୟ ହୁଏ ।[2] ସନ ୨୦୧୯ରେ ସଂଯୁକ୍ତ ରାଷ୍ଟ୍ରରେ (United Kingdom) ଏନଏଚଏସକୁ (NHS) ଏହାର ଏକ ମାସର ଡୋଜ ପିଛା ପ୍ରାୟ ୮ ପାଉଣ୍ଡ ଖର୍ଚ୍ଚ କରିବାକୁ ପଡ଼ୁଥିଲା ।[2] ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ଔଷଧ ବାବଦ ଏକ ମାସରେ ପ୍ରାୟ ୧୨ ଆମେରିକୀୟ ଡଲାର ଖର୍ଚ୍ଚ ହୁଏ । [5] ସନ ୨୦୧୬ରେ ଏହାର ୨ ନିୟୁତରୁ ଅଧିକ ପ୍ରେସକ୍ରିପସନ ହୋଇ ସର୍ବାଧିକ ପ୍ରେସକ୍ରିସନ ତାଲିକାର ୨୩୩ତମ ସ୍ଥାନରେ ଥଲା ।[6]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.