ଏହା ଏକ ଔଷଧ ଯାହା ଆଲଜିମର ରୋଗ କିମ୍ବା ପାର୍କିନ୍ସନ୍ ରୋଗରେ ହେଉଥିବା ଡିମେନ୍ସିଆର ଚିକିତ୍ସା ପାଇଁ ବ୍ୟବହୃତ From Wikipedia, the free encyclopedia
ରିଭାଷ୍ଟିଗମାଇନ, ଅନ୍ୟମାନଙ୍କ ମଧ୍ୟରେ ଏକ ବେପାର ନାମ ଏକ୍ସେଲନ, ହେଉଛି ଏକ ଔଷଧ ଯାହା ଆଲଜିମର ରୋଗ କିମ୍ବା ପାର୍କିନ୍ସନ୍ ରୋଗରେ ହେଉଥିବା ଡିମେନ୍ସିଆର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[1] ଏହି ଔଷଧଦ୍ୱାରା ସାମାନ୍ୟ ଉପକାର ହୁଏ ଏବଂ ବ୍ୟବହାର ଅନ୍ତର୍ନିହିତ ରୋଗ ପ୍ରଭାବିତ ହୁଏ ନାହିଁ ।[1]
Clinical data | |
---|---|
Trade names | Exelon, Prometax, others |
AHFS/Drugs.com | monograph |
MedlinePlus | a602009 |
data |
|
Pregnancy category |
|
Routes of administration | By mouth, transdermal patch |
Legal status | |
Legal status |
|
Pharmacokinetic data | |
Bioavailability | 60 to 72% |
Protein binding | 40% |
Metabolism | Liver, via pseudocholinesterase |
Elimination half-life | 1.5 hours |
Excretion | 97% in urine |
Identifiers | |
IUPAC name
| |
ECHA InfoCard | 100.120.679 |
Chemical and physical data | |
Formula | C14H22N2O2 |
Molar mass | ୨୫୦.୩୪ g·mol−1 |
3D model (JSmol) | |
SMILES
| |
InChI
| |
(verify) |
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଅଇ, ଦ୍ୱନ୍ଦ୍ୱ, ହାଲୁସିନେସନ ଏବଂ ଶୋଇବା ସମସ୍ୟା ଅନ୍ତର୍ଭୁକ୍ତ ହୋଇପାରେ ।[2][3] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ମନ୍ଥର ହୃଦସ୍ପନ୍ଦନ, ମୂତ୍ର ଅବରୋଧ, ବାତ ଏବଂ ଆଲର୍ଜି ଚର୍ମ ରୋଗ ହୋଇପାରେ ।[1] ଏହା ଏକ କୋଲିନଇଷ୍ଟରେଜ୍ ଅବରୋଧକାରୀ ଔଷଧ ଯାହା ମସ୍ତିଷ୍କରେ ଆସେଟିଲକୋଲିନ୍ ବୃଦ୍ଧି କରିଥାଏ ।[1]
ରିଭାଷ୍ଟିଗମାଇନ ୧୯୮୫ ମସିହାରେ ପ୍ୟାଟେଣ୍ଟ ହୋଇଥିଲା ଏବଂ ୧୯୯୭ ମସିହାରେ ଡାକ୍ତରୀ ବ୍ୟବହାରରେ ଆସିଥିଲା ।[4] ୧୯୯୮ ମସିହାରେ ୟୁରୋପରେ ଏବଂ ୨୦୦୦ରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ଏହାକୁ ଅନୁମୋଦନ କରାଯାଇଥିଲା ।[3] [1] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[2] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ବଟିକା ପାଇଁ ମାସକୁ ପ୍ରାୟ ୫ ପାଉଣ୍ଡ ଖର୍ଚ୍ଚ ହୋଇଥାଏ ।[2] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୨୭ ଡଲାର ଅଟେ ।[5]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.