୨୦୧୫ର ଓଡ଼ିଆ କଥାଚିତ୍ର From Wikipedia, the free encyclopedia
ଯିଏ ଯାହା କହୁ ମୋର ଢୋ ୨୦୧୫ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ ଚଳଚ୍ଚିତ୍ର ।[2] ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଭିଜିତ ମଜୁମଦାର ଏବଂ ଗୀତ ରଚନା କରିଥିଲେ ନିର୍ମଳ ନାୟକ ।[3] ଏହି ଚଳଚ୍ଚିତ୍ରର ନାୟକ ଥିଲେ ବାବୁଶାନ ମହାନ୍ତି ଏବଂ ତାଙ୍କ ସହ ନାୟିକା ରୂପେ ପ୍ରଥମ କରି ଅଭିନୟ ଆରମ୍ଭ କରଥିଲେ ଶୀତଲ ପାତ୍ର ।[4] ମୃତ୍ୟୁଞ୍ଜୟ ସାହୁ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[5][6][7]
ଯିଏ ଯାହା କହୁ ମୋର ଢୋ | |
---|---|
ନିର୍ଦ୍ଦେଶକ | ମୃତ୍ୟୁଞ୍ଜୟ ସାହୁ |
ପ୍ରଯୋଜକ | ସନ୍ଦୀପ ରାଉତରାୟ |
ସଂଳାପ | ନିର୍ମଳ ନାୟକ |
ଚିତ୍ରନାଟ୍ୟ | ମୃତ୍ୟୁଞ୍ଜୟ ସାହୁ |
କାହାଣୀ | ସନ୍ଦିପ ରାଉତରାୟ |
କଳାକାର | ବାବୁଶାନ୍ ଶୀତଲ ଇଲୁ ବାନାର୍ଜି ନମ୍ରତା ଦାସ ହାଡ଼ୁ ଚାନ୍ଦିନୀ |
ସଙ୍ଗୀତ | ଅଭିଜିତ ମଜୁମଦାର |
ଚିତ୍ରଗ୍ରହଣ | ମୃତ୍ୟୁଞ୍ଜୟ ସାହୁ |
ସମ୍ପାଦକ | ଶିବାନନ୍ଦ |
ମୁକ୍ତିଲାଭ ତାରିଖ | ୧ ଜାନୁଆରୀ ୨୦୧୫[1] |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଓଡ଼ିଆଚଳଚ୍ଚିତ୍ର ‘ଯିଏ ଯାହା କହୁ ମୋର ଢୋ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:
ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଭିଜିତ ମଜୁମଦାର । ଗୀତିକାର ନିର୍ମଳ ନାୟକ ଏହି କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ ।
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.