ଉଚ୍ଚ ରକ୍ତଚାପ ଓ ନମୁନା କେଶହାନୀରେ ଦିଆଯାଏ । From Wikipedia, the free encyclopedia
ମିନୋକ୍ସିଡିଲ ଏକ ଔଷଧ ଯାହା ଉଚ୍ଚ ରକ୍ତଚାପ ଏବଂ ପୁରୁଷଙ୍କ ନମୁନା କେଶହାନୀରେ ଦିଆଯାଏ ।[5] [6] ଉଚ୍ଚ ରକ୍ତଚାପ ପାଇଁ, ଏହା କେବଳ ପରାମର୍ଶ ଦିଆଯାଏ ଯେତେବେଳେ ରୋଗ ଗୁରୁତର ଥାଏ ଏବଂ ଏକ ଡାଇୟୁରେଟିକସ ଏବଂ ବିଟାବ୍ଲର ଚିକିତ୍ସାରେ ନିୟନ୍ତ୍ରିତ ହୁଏନି | [7] ପୁରୁଷ-ନମୁନା କେଶହାନୀ ପାଇଁ ଏହା ଉଭୟ ପୁରୁଷ ଓ ମହିଳାମାନଙ୍କ କ୍ଷେତ୍ରରେ ପ୍ରଭାବଶାଳୀ | [8] ଉଚ୍ଚ ରକ୍ତଚାପ ପାଇଁ ଏହା ପାଟିରେ ଦିଆଯାଉଥିବାବେଳେ କେଶହାନୀ ପାଇଁ ଏହା ଚର୍ମରେ ପ୍ରୟୋଗ କରାଯାଏ | [9] [8]
Clinical data | |
---|---|
Trade names | Rogaine, others |
AHFS/Drugs.com | Systemic: monograph Topical: monograph |
MedlinePlus | a682608 |
data |
|
Pregnancy category |
|
Routes of administration | By mouth, topical |
Legal status | |
Legal status |
|
Pharmacokinetic data | |
Metabolism | Primarily liver |
Elimination half-life | 4 hours[1] |
Excretion | Kidney |
Identifiers | |
ECHA InfoCard | 100.048.959 |
Chemical and physical data | |
Formula | C9H15N5O |
Molar mass | ୨୦୯.୨୫ g·mol−1 |
3D model (JSmol) | |
Melting point | 248 °C (478 °F) |
Solubility in water | <1 mg/mL (20 °C) |
SMILES
| |
InChI
| |
(verify) |
ପାଟିଦ୍ୱାରା ନିଆଯାଉଥିବା ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଫୁଲା, ପେରିକାର୍ଡିଆଲ ସ୍ରାବ, କେଶ ବୃଦ୍ଧି, ଏବଂ ବାନ୍ତି ଲାଗେ | [5] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ସ୍ୱଳ୍ପ ଶ୍ୱେତ ରକ୍ତ କଣିକା , ଷ୍ଟିଭେନ୍ସ-ଜନସନ ସିଣ୍ଡ୍ରୋମ ଏବଂ ଆଞ୍ଜାଇନା ଅନ୍ତର୍ଭୁକ୍ତ ହୋଇପାରେ |[7] ଚର୍ମରେ ପ୍ରୟୋଗ କରାଯାଉଥିବା ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଏବଂ ଗଲୁ ଓ ସ୍ଥାନୀୟ ଉତ୍ତେଜନା ହୋଇପାରେ | [6] ଗର୍ଭାବସ୍ଥାରେ ଏବଂ ସ୍ତନ୍ୟପାନରେ ନିରାପତ୍ତା ଅସ୍ପଷ୍ଟ ଏବଂ ଏହା ବ୍ୟବହାର କରାଯାଏ ନାହିଁ ।[10] ଉଚ୍ଚ ରକ୍ତଚାପର ଔଷଧ ଭାବରେ ଏହା ରକ୍ତନଳୀମାନଙ୍କୁ ବିସ୍ତାର କରି କାର୍ଯ୍ୟକ୍ଷମ ହୁଏ ।[11] କେଶହାନୀରେ ଏହା କିପରି କାମ କରେ ତାହା ସମ୍ପୂର୍ଣ୍ଣ ସ୍ପଷ୍ଟ ନୁହେଁ | [8]
୧୯୭୯ରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସାରେ ବ୍ୟବହାର ପାଇଁ ମିନୋକ୍ସିଡିଲ୍ ଅନୁମୋଦିତ ହୋଇଥିଲା। [5] ଯୁକ୍ତରାଷ୍ଟ୍ରରେ ଏହା ଟ୍ୟାବଲେଟ ନିମନ୍ତେ ପ୍ରେସକ୍ରିପନରେ ଏବଂ ଚର୍ମରେ ବ୍ୟବହାର ପାଇଁ ସାଧାରଣ ଔଷଧ ଭାବରେ ମିଳେ ।[12] [7] [6] ଦିନକୁ ୫ ମିଗ୍ରା ଡୋଜରେ ଏହା ଏନଏଚଏସକୁ ୨୦୨୦ ସୁଦ୍ଧା ମାସକୁ ପ୍ରାୟ ୯ ପାଉଣ୍ଡ ଖର୍ଚ୍ଚ କରିଥାଏ |
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.