ମାହାଙ୍ଗା (କ୍ରମିକ ସଂଖ୍ୟା: ୯୫) କଟକ ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ[1] ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ମାହାଙ୍ଗା ବ୍ଳକ ଓ ନିଶ୍ଚିନ୍ତକୋଇଲି ବ୍ଳକର ।[2][3]
ଗତ ୨୦୨୪ ନିର୍ବାଚନରେ ସ୍ଵାଧୀନ ପ୍ରାର୍ଥୀ ସାରଦା ପ୍ରସାଦ ପ୍ରଧାନ ବିଜୁ ଜନତା ଦଳର ପାର୍ଥି ଅଙ୍କିତ ପ୍ରତାପ ଜେନାଙ୍କଠାରୁ ୭,୪୨୩ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।

Quick Facts ମାହାଙ୍ଗା ବିଧାନସଭା ନିର୍ବାଚନ ମଣ୍ଡଳୀ ...
ମାହାଙ୍ଗା ବିଧାନସଭା ନିର୍ବାଚନ ମଣ୍ଡଳୀ
ବିଧାୟକ:ସାରଦା ପ୍ରସାଦ ପ୍ରଧାନ (ସ୍ଵାଧୀନ) (୨୦୨୪)
ଆରକ୍ଷଣ:ସାଧାରଣ
ମତଦାତା ସଂଖ୍ୟା (୨୦୨୪):୨,୬୯,୦୪୪
ଜିଲ୍ଲା:କଟକ ଜିଲ୍ଲା
ଲୋକସଭା ଆସନ:କେନ୍ଦ୍ରାପଡ଼ା
ପଞ୍ଚାୟତ ସମିତି:
Close

ଗତ ୨୦୧୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ପ୍ରତାପ ଜେନା ଭାରତୀୟ ଜନତା ପାର୍ଟିର ପାର୍ଥି ସାରଦା ପ୍ରସାଦ ପ୍ରଧାନଙ୍କଠାରୁ ୨୯୫୮୫ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।

ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ପ୍ରତାପ ଜେନା ସ୍ୱାଧୀନ ପ୍ରାର୍ଥୀ ସାରଦା ପ୍ରସାଦ ପ୍ରଧାନଙ୍କଠାରୁ ୨୭୮୭୪ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[4]

ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ପ୍ରତାପ ଜେନା, ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଶେକ ମତଲୁବ ଅଲୀଙ୍କଠାରୁ ୨୯,୨୨୦ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[5]

୨୦୦୯ ନିର୍ବାଚନ ଫଳାଫଳ

More information ୨୦୦୯ ବିଧାନ ସଭା ନିର୍ବାଚନ, ମାହାଙ୍ଗା, ରାଜନୈତିକ ଦଳ ...
୨୦୦୯ ବିଧାନ ସଭା ନିର୍ବାଚନ, ମାହାଙ୍ଗା [6]
ରାଜନୈତିକ ଦଳ ପ୍ରାର୍ଥୀ ଭୋଟ % ±%
ବିଜଦ ପ୍ରତାପ ଜେନା ୮୯,୬୨୮ ୫୬.୮୨ -
କଂଗ୍ରେସ ଶେକ ମତଲୁବ ଅଲୀ ୬୦,୪୦୮ ୩୮.୩୦ -
ଭାଜପା ଚୌଧୁରୀ ପ୍ରଭାତକେଶରୀ ମିଶ୍ର ୬,୦୫୦ ୩.୮୪ -
ତୃଣମୂଳ କଂଗ୍ରେସ ପ୍ରେମଲତା ରାଉତ ୮୯୦ ୦.୫୬ -
କଳିଙ୍ଗ ସେନା ଚିତ୍ତରଞ୍ଜନ ସାହୁ ୭୫୮ ୦.୪୮ -
ଭୋଟ ବ୍ୟବଧାନ ୨୯,୨୨୦ ୧୮.୫୨* -
ମତଦାନ ହାର ୧,୫୭,୭୪୭ ୭୦.୮୭ -
Close

*: ମୋଟ ବୈଧ ଭୋଟର ଶତକଡ଼ା ଭାଗ

ନିର୍ବାଚିତ ବିଧାୟକଗଣ

୧୯୫୧ରୁ ୨୦୨୪ ମଧ୍ୟରେ ମୋଟ ୧୬ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ: [7][8][4]

ଆଧାର

ବାହାର ତଥ୍ୟ

Wikiwand in your browser!

Seamless Wikipedia browsing. On steroids.

Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.

Wikiwand extension is a five stars, simple, with minimum permission required to keep your browsing private, safe and transparent.