ବିଧାନ ସଭା ନିର୍ବାଚନ ମଣ୍ଡଳୀ From Wikipedia, the free encyclopedia
ମହାକାଳପଡ଼ା (କ୍ରମିକ ସଂଖ୍ୟା: ୧୦୦) କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ ।[1] ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ମହାକାଳପଡ଼ା ବ୍ଳକ ଓ ମାର୍ଶାଘାଇ ବ୍ଳକର କିଛି ଅଞ୍ଚଳ ।[2][3] ଗତ 2019 ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ଅତନୁ ସବ୍ୟସାଚୀ ନାୟକ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ବିଜୟ ପ୍ରଧାନଙ୍କଠାରୁ 15663 ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି |
ମହାକାଳପଡ଼ା ବିଧାନ ସଭା ନିର୍ବାଚନ ମଣ୍ଡଳୀ | |
---|---|
ଭୋଟର ସଂଖ୍ୟା (୨୦୧୪): | ୨,୧୮,୩୫୪ |
ଜିଲ୍ଲା: | କେନ୍ଦ୍ରାପଡ଼ା |
ଲୋକ ସଭା ନିର୍ବାଚନ ମଣ୍ଡଳୀ: | କେନ୍ଦ୍ରାପଡ଼ା |
ପଞ୍ଚାୟତ ସମିତି: | ୨ |
ଗ୍ରାମ ପଞ୍ଚାୟତ: | |
ବିଜ୍ଞାପିତ ଅଞ୍ଚଳ ପରିଷଦ: | ୦ |
ପୌର ପରିଷଦ: | ୦ |
ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ଅତନୁ ସବ୍ୟସାଚୀ ନାୟକ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କଠାରୁ ୨୩୨୪୬ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[4]
ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ଅତନୁ ସବ୍ୟସାଚୀ ନାୟକ, ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ବଳରାମ ପରିଡ଼ାଙ୍କଠାରୁ ୧୯,୫୯୫ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[5]
୨୦୦୯ ବିଧାନ ସଭା ନିର୍ବାଚନ, ମହାକାଳପଡ଼ା [6] | |||||
---|---|---|---|---|---|
ରାଜନୈତିକ ଦଳ | ପ୍ରାର୍ଥୀ | ଭୋଟ | % | ±% | |
ବିଜଦ | ଅତନୁ ସବ୍ୟସାଚୀ ନାୟକ | ୭୦,୪୩୩ | ୪୮.୬୯ | - | |
କଂଗ୍ରେସ | ବଳରାମ ପରିଡ଼ା | ୫୦,୮୩୮ | ୩୫.୧୪ | - | |
ଭାଜପା | ଗନ୍ଧର୍ବ ଚନ୍ଦ୍ର ନାୟକ | ୧୮,୬୩୩ | ୧୨.୮୮ | - | |
ସ୍ୱାଧୀନ | ଅଳକା ରଥ | ୧,୬୫୦ | ୧.୧୪ | - | |
ତୃଣମୂଳ କଂଗ୍ରେସ | ରେଣୁବାଳା ସାମଲ | ୧,୦୯୬ | ୦.୭୬ | - | |
ବସପା | ଅଶୋକ କୁମାର ସେଠୀ | ୭୪୪ | ୦.୫୧ | - | |
ସମୃଦ୍ଧ ଓଡ଼ିଶା | ସୌଦାମିନି ସାମନ୍ତରାୟ | ୫୫୧ | ୦.୩୮ | - | |
ସ୍ୱାଧୀନ | ଶୁଭେନ୍ଦୁ କୁମାର ସ୍ୱାଇଁ | ୪୮୦ | ୦.୩୩ | - | |
ସ୍ୱାଧୀନ | ଚିତ୍ତରଞ୍ଜନ ନାୟକ | ୨୩୨ | ୦.୧୬ | - | |
ଭୋଟ ବ୍ୟବଧାନ | ୧୯,୫୯୫ | ୧୩.୫୫* | - | ||
ମତଦାନ ହାର | ୧,୪୪,୬୭୩ | ୭୨.୯୨ | - |
*: ମୋଟ ବୈଧ ଭୋଟର ଶତକଡ଼ା ଭାଗ
ନବଗଠିତ ଏହି ନିର୍ବାଚନ ମଣ୍ଡଳୀରେ ୨୦୦୯ରେ ପ୍ରଥମ ନିର୍ବାଚନ ଅନୁଷ୍ଠିତ ହୋଇଥିଲା ।
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.