ଅାନ୍ଧ୍ର ପ୍ରଦେଶର ଜିଲ୍ଲା, ଭାରତ From Wikipedia, the free encyclopedia
[[Category:Lua error in package.lua at line 80: module 'Module:Pagetype/disambiguation' not found. with short description]]
ବିଶାଖାପଟନମ ଜିଲ୍ଲା
విశాఖపట్నం జిల్లా ବିଶାଖା ଜିଲ୍ଲା | |
---|---|
ଜିଲ୍ଲା | |
ଦେଶ | India |
ରାଜ୍ଯ | ଆନ୍ଧ୍ର ପ୍ରଦେଶ |
Region | Andhra |
ଜିଲ୍ଲା | Visakhapatnam |
Headquarters | Vishakhapatnam |
Government | |
• District collector | Seshadri IAS |
• Superintendent of police | G.Srinivasa Rao IPS |
ଭାଷା | |
• ସରକାରୀ | ତେଲୁଗୁ ଭାଷା |
Time zone | UTC+5:30 (IST) |
Website | visakhapatnam.nic.in |
ବିଶାଖାପଟନମ ଜିଲ୍ଲା,ଆନ୍ଧ୍ର ପ୍ରଦେଶର ଏକ ପ୍ରଶାସନିକ ଜିଲ୍ଲା ।
ବିଶାଖାପାଟଣା ଜିଲ୍ଲା ଆନ୍ଧ୍ରପ୍ରଦେଶର ଉତ୍ତରପୂର୍ବ ଅଞ୍ଚଳରେ ଅବସ୍ତିତ । ବିଶାଖାପାଟଣା ଜିଲ୍ଲା (ବିଶାଖା ଜିଲ୍ଳା), ବିଜିୟନଗର ଓ ଶ୍ରୀକାକୁଲମକୁ ମିଳିତ ଭାବେ ଉତ୍ତରଆନ୍ଧ୍ର କୁହାଯାଏ ।ବିଶାଖାପାଟଣା ଜିଲ୍ଲାର ଉତ୍ତରରେ ବିଜିୟନଗର ଜିଲ୍ଲା ଓ ଓଡ଼ିଶାର କୋରାପୁଟ ଜିଲ୍ଲା ଅବସ୍ତିତ ଏବଂ ପଶ୍ଚିମରେ ଓଡ଼ିଶାର ମାଲକାନଗିରି ଜିଲ୍ଲା,ଦକ୍ଷିଣରେ ପୂର୍ବ-ଗୋଦାବରୀ ଜିଲା ,ବଙ୍ଗୋପସାଗର ପୂର୍ବରେ ଅବସ୍ତିତ ।
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.