ବାଇମୁଣ୍ଡି (ପ୍ରକୃତ ନାମ: ବାଇଧର ମୁଣ୍ଡି) ଉତ୍କଳର (ଆଧୁନିକ ଓଡ଼ିଶାର କଟକ ଜିଲ୍ଲାର) ବିଡ଼ାନାସି ଗ୍ରାମର ଜଣେ ପଥର କାରିଗର ଥିଲେ ।[1] ସେ ରାଜା ମର୍କତ କେଶରୀଙ୍କ ନିର୍ଦ୍ଦେଶରେ କାଠଯୋଡ଼ି ଚାରିପଟେ ପଥର ବନ୍ଧ ନିର୍ମାଣରେ ମୁଖ୍ୟ ଭୂମିକା ନିଭାଇଥିଲେ ।[2]

ଜୀବନୀ

ପ୍ରାରମ୍ଭିକ ଜୀବନ

କଟକ ଚାରିପଟେ ଉଚ୍ଚ ପଥରବନ୍ଧଟିଏ ଗଢ଼ାଗଲେ ବନ୍ୟା ବିପଦକୁ ଟାଳିହେବ ବୋଲି ସେ ପ୍ରଥମେ ଚିନ୍ତା କରିଥିଲେ । ନିର୍ମାଣ ଖର୍ଚ୍ଚ ତୁଲାଇବା ନିମନ୍ତେ ସେ ନିଜ ରୋଜଗାରର କିଛି ଅଂଶ ପ୍ରତିଦିନ ସଞ୍ଚୟ କରି ରଖୁଥିଲେ । ଏହି ଭିତରେ ତାଙ୍କ ବୟସର ଅର୍ଦ୍ଧାଂଶ ବିତିଯାଇଥିଲା । ରାଜା ମର୍କତ କେଶରୀ ନଗର ପରିକ୍ରମା କରୁଥିବା ବେଳେ ପ୍ରୌଢ଼ ବାଇମୁଣ୍ଡି ନିଜ ପଇସା ମୁଣି ଧରି ରାଜାଙ୍କ ପାଖରେ ପହଞ୍ଚି ତାଙ୍କୁ ନିଜର ଯୋଜନା ବିଷୟରେ ଜଣାଇଥିଲେ ।[3] ରାଜା, ବାଇମୁଣ୍ଡିଙ୍କ ଚିନ୍ତାଧାରାଦ୍ୱାରା ପ୍ରଭାବିତ ହୋଇ ପଥର ବନ୍ଧର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ ।[4][5] ପରେ ମରହଟ୍ଟା ଓ ଇଂରେଜମାନେ ଏହି ପଥର ବନ୍ଧକୁ ଅଧିକ ଉଚ୍ଚ କରାଇଥିଲେ ।

ଅନ୍ତିମ ଜୀବନ

ଆଧାର

ଅଧିକ ପଠନ

Wikiwand in your browser!

Seamless Wikipedia browsing. On steroids.

Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.

Wikiwand extension is a five stars, simple, with minimum permission required to keep your browsing private, safe and transparent.