[[Category:Lua error in package.lua at line 80: module 'Module:Pagetype/disambiguation' not found. with short description]]

Quick Facts ବନ୍ଧଡିହ, ଦେଶ ...
ବନ୍ଧଡିହ
ଗ୍ରାମ ପଞ୍ଚାୟତ
ଦେଶ ଭାରତ
ରାଜ୍ୟଓଡ଼ିଶା
ଜିଲ୍ଲାଯାଜପୁର
ବିଧାନ ସଭାବରୀ
ଭାଷା
  ସରକାରୀଓଡ଼ିଆ
Time zoneUTC+୫.୩୦ (ଆଇ.ଏସ୍.ଟି)
ପିନ୍‌
୭୫୫୦୦୫
ଦୁରଭାଷ କୋଡ୯୧୬୭୨୫
Websitehttps://bandhadiha.wordpress.com/
Close

ବନ୍ଧଡିହ, ଧର୍ମଶାଳା ତହସିଲ ଅନ୍ତର୍ଗତ ଓଡ଼ିଶାର ଯାଜପୁର ଜିଲ୍ଲାର ଏକ ଛୋଟ ଗାଁ ତଥା ଏକ ପ୍ରମୁଖ ଗ୍ରାମ ପଞ୍ଚାୟତ ଅଟେ ।

ବନ୍ଧଡିହ ପଞ୍ଚାୟତ ଅନ୍ତର୍ଗତ ଗ୍ରାମସମୂହ

More information ନଂ, ପଞ୍ଚାୟତ ...
ନଂପଞ୍ଚାୟତଗ୍ରାମ
ବନ୍ଧଡିହଜୟସିଂହଡା
ବନ୍ଧଡିହସାହାପଡା
ବନ୍ଧଡିହଭଗବତୀପୁର
ବନ୍ଧଡିହମଠସାହି
Close

ଗମନାଗମନ

ଜାରକା ବଜାରକୁ ଲାଗିଥିବା ଜାତୀୟ ରାଜପଥ-୫ଠାରୁ ମାତ୍ର ୧୪ କି.ମି ଦୂରତାରେ ବନ୍ଧଡିହ ଅବସ୍ଥିତ ।

ବିଶେଷତା

ଶିକ୍ଷା

ବନ୍ଧଡିହ ଗ୍ରାମରେ ଓଡ଼ିଶା ତୁଳନାରେ ଉଚ୍ଚ ସାକ୍ଷରତା ଅନୁପାତ ରହିଛି । ୨୦୧୧ ମସିହାରେ ବନ୍ଧଡିହ ଗ୍ରାମର ସାକ୍ଷରତା ଅନୁପାତ ଓଡ଼ିଶାର ୭୨.୮୭% ତୁଳନାରେ ୮୦.୭୧% ଥିଲା । ମହିଳା ସାକ୍ଷରତା ଅନୁପାତ ୭୪.୦୫% ଥିଲାବେଳେ ପୁରୁଷ ସାକ୍ଷରତା ୮୬.୯୪% ଥିଲା ।

ବନ୍ଧଡିହ ଗ୍ରାମରେ ଅନେକ ପ୍ରାଥମିକ ବିଦ୍ୟାଳୟ ରହିଥିବା ବେଳେ ଗୋଟିଏ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅଛି ।

More information ନଂ, ବିଦ୍ୟାଳୟ ...
ନଂବିଦ୍ୟାଳୟଗ୍ରାମ
ବନ୍ଧଡିହ ଉଚ୍ଚ ବିଦ୍ୟାଳୟବନ୍ଧଡିହ
ବନ୍ଧଡିହ ପ୍ରାଥମିକ ବିଦ୍ୟାଳୟବନ୍ଧଡିହ
ସାହାପଡା ପ୍ରାଥମିକ ବିଦ୍ୟାଳୟସାହାପଡା
ଭଗବତୀପୁର ପ୍ରାଥମିକ ବିଦ୍ୟାଳୟବନ୍ଧଡିହ
ଜୟସିଂହଡା ପ୍ରାଥମିକ ବିଦ୍ୟାଳୟଜୟସିଂହଡା
Close

ପର୍ଯ୍ୟଟନ

ଏହି ଗାଆଁରେ ଅନେକ ଦେବା ଦେବୀକଂ ମନ୍ଦିର ରହିଛି ଯଥା ଶିବ ମନ୍ଦିର, ତାରିଣୀ ମନ୍ଦିର, ରାମ ମନ୍ଦିର ସହ ହନୁମାନ ବାଟିକା ଅଛି । ଏଠାରେ ପ୍ରତିବର୍ଷ ହନୁମାନ ବାଟିକାରେ ୫ଦିନ ବ୍ୟାପି ପୂଜା ଅନୁଷ୍ଠିତ ହୋଇଥାଏ ।

ଆହୁରି ଦେଖନ୍ତୁ

ଆଧାର

Wikiwand in your browser!

Seamless Wikipedia browsing. On steroids.

Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.

Wikiwand extension is a five stars, simple, with minimum permission required to keep your browsing private, safe and transparent.