ଫିଲ୍ଲାଉର ଏକ ଭାରତୀୟ ପୌରପାଳିକା ଅଟେ । ଏହା ପଞ୍ଜାବର ଜଲନ୍ଧର୍ ଜିଲ୍ଲାରେ ଅବସ୍ଥିତ ।

Quick Facts Phillaur, Country ...
Phillaur
city
Nickname: 
Phul
Country India
StatePunjab
DistrictJalandhar
Population
 (2001)
  Total୨୨,୨୨୮
Languages
  OfficialPunjabi
Time zoneUTC+5:30 (IST)
PIN
144410
Telephone code1826
ଯାନବାହାନ ପଞ୍ଚୀକରଣPB 37
Close

ଭୌଗଳିକ ଅବସ୍ଥିତି

ଫିଲ୍ଲାଉର ୩୧.୦୨୦୭ ଉତ୍ତର ଅକ୍ଷାଂଶ ଓ ୭୫.୭୮୭୭ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୮୩୦ ଫୁଟ ଉଚ୍ଚତାରେ ରହିଛି ।[1]

ଜନସଂଖ୍ୟା ଓ ସାକ୍ଷରତା

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଫିଲ୍ଲାଉର ସହରର ମୋଟ ଜନସଂଖ୍ୟା ୨୨୨୨୮ ଅଟେ ।[2] ସେଥି ମଧ୍ୟରୁ ୫୩.୭୯% ଜଣ ପରୁଷ ହୋଇଥିବା ବେଳେ ୪୬.୨୧% ଜଣ ନାରୀ ଅଟନ୍ତି । ଫିଲ୍ଲାଉରର ସାକ୍ଷରତା ହାର ୨୮.୩୪% ଅଟେ । ଏହା ଜାତୀୟ ହାରଠାରୁ ୩୬.୫୦% ପ୍ରତିଶତ ଅଧିକ ଅଟେ । ସେଥିରୁ ୧୨.୯୦% ପ୍ରତିଶତ ପୁରୁଷ ଓ ୧୫.୪୪% ନାରୀ ଅଟନ୍ତି । ୧୧.୧୦% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[2]

ଭାଷା

ପଞ୍ଜାବୀ ଫିଲ୍ଲାଉରର ସରକାରୀ ଭାଷା ଅଟେ ।

ଆହୁରି ପଢନ୍ତୁ

ଆଧାର

ବାହାର ଲିଙ୍କ

Wikiwand in your browser!

Seamless Wikipedia browsing. On steroids.

Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.

Wikiwand extension is a five stars, simple, with minimum permission required to keep your browsing private, safe and transparent.