ଭାରତୀୟ ରାଜନୀତିଜ୍ଞ From Wikipedia, the free encyclopedia
ପ୍ରିୟଙ୍କା ଗାନ୍ଧୀ (ପ୍ରିୟଙ୍କା ରବର୍ଟ ଭଦ୍ରା) ହେଉଛନ୍ତି ଭାରତୀୟ ଜାତୀୟ କଂଗ୍ରେସ ଦଳର ଜଣେ ପ୍ରମୁଖ ସଦସ୍ୟା ତଥା ଜଣେ ରାଜନେତ୍ରୀ । ସେ ଭାରତର ପୂର୍ବତନ ପ୍ରଧାନ ମନ୍ତ୍ରୀ ରାଜୀବ ଗାନ୍ଧୀ ଓ ସୋନିଆ ଗାନ୍ଧୀଙ୍କ ଝିଅ ଓ ବର୍ତ୍ତମାନର କଂଗ୍ରେସ ମୁଖ୍ୟ ରାହୁଲ ଗାନ୍ଧୀଙ୍କ ଭଉଣୀ । ସେ ଫିରୋଜ ଗାନ୍ଧୀ ଓ ଇନ୍ଦିରା ଗାନ୍ଧୀଙ୍କ ନତୁଣୀ ଏବଂ ନେହେରୁ-ଗାନ୍ଧୀ ବଂଶର ଜଣେ ଉତ୍ତରାଧିକାରୀ ।
ପ୍ରିୟଙ୍କା ଗାନ୍ଧୀ | |
---|---|
ଜନ୍ମ | ଦିଲ୍ଲୀ, ଭାରତ | ୧୨ ଜାନୁଆରୀ ୧୯୭୨
ଜାତୀୟତା | ଭାରତୀୟ |
ଶିକ୍ଷାନୁଷ୍ଠାନ | ଦିଲ୍ଲୀବିଶ୍ୱବିଦ୍ୟାଳାୟ (B.A.) |
ରାଜନୈତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ |
ବୈବାହିକ-ସାଥୀ | ରୋବେର୍ଟ ବଦ୍ରା |
ସନ୍ତାନ | 2 |
ପିତାମାତା(s) | ରାଜୀବ ଗାନ୍ଧୀ (ଫାଂଥେର) ସୋନିଆ ଗାନ୍ଧୀ (ମୋଥେର ) |
ସମ୍ପର୍କୀୟ | ରାହୁଲ ଗାନ୍ଧୀ (ବରତହେର) |
ଦସ୍ତଖତ | |
୧୯୯୯ ମସିହାର ଏକ ନିର୍ବାଚନ ସଭା ଚାଲିଥିବା ବେଳେ ବି.ବି.ସି. ନ୍ୟୁଜ ସହ ସାକ୍ଷାତକାର ସମୟରେ ପ୍ରିୟଙ୍କା କହିଥିଲେ "ମୁଁ ମୋର ଚିନ୍ତାଧାରାକୁ ନେଇ ସ୍ୱଚ୍ଛ ଓ ସ୍ଥିର । ମୋ ପାଇଁ ରାଜନୀତିଠାରୁ ଅଧିକା ଦେଶର ଜନତା ମହତ୍ୱ ରଖନ୍ତି ଏବଂ ମୁଁ ନିଜେ ରାଜନୀତିରେ ନ ରହି ମଧ୍ୟ ଜନତାର ସେବା କରିପାରିବି" । ମୋର ରାଜନୀତିରେ ଯୋଗଦେବା ସହ କେବଳ ଦେଶର ଭାଇଚାରାର ସଂପର୍କ ରହିଛି ନଚେତ ମୁଁ ହଜାର ଥର କହିଛି ମୋର ରାଜନୀତିରେ ଯୋଗ ଦେବାରେ ଅନ୍ୟ କୌଣସି ଉଦ୍ଦେଶ୍ୟ ନହିଁ । [1] [2]
୧୯୯୭ ଫେବୃଆରି ୧୮ ତାରିଖ ଦିନ, ସମ୍ପୂର୍ଣ୍ଣ ହିନ୍ଦୁ ରୀତିନିତୀ ସହିତ ସେ ଦିଲ୍ଲୀର ଜଣେ ସଫଳ ବ୍ୟବସାୟୀ ରବର୍ଟ ଭଦ୍ରାଙ୍କୁ ବିବାହ କରିଥିଲେ । ଏହି ବିବାହ ଜନପଥଠାରେ ଥିବା ଗାନ୍ଧୀ ଭବନଠାରେ ଅନୁଷ୍ଠିତ ହୋଇଥିଲା । ବର୍ତ୍ତମାନ ତାଙ୍କର "ରିହାନ୍" ନାମରେ ଗୋଟିଏ ପୁଅ ଏବଂ "ମିରାୟା" ନାମରେ ଗୋଟିଏ ଝିଅ ଅଛନ୍ତି । ସେ ବୌଦ୍ଧଧର୍ମର ଜଣେ ଆନୁଗାମୀ ଅଟନ୍ତି । [3][4] [5]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.