ଓଡ଼ିଆ ରାଜନୀତିଜ୍ଞ From Wikipedia, the free encyclopedia
ପ୍ରସନ୍ନ ଆଚାର୍ଯ୍ୟ (ଜନ୍ମ: ୮ ଅଗଷ୍ଟ ୧୯୪୯) ଜଣେ ଭାରତୀୟ ରାଜେନତା । ସେ ଓଡ଼ିଶାର ଜଣେ ପ୍ରତିନିଧି ଭାବରେ ଭାରତର ସଂସଦର ଉପର ସଦନ ରାଜ୍ୟ ସଭାରେ କାର୍ଯ୍ୟ କରିଥିଲେ ।[2] ଅଧୁନା ସେ ବିଜୁ ଜନତା ଦଳ କୃଷକ ଶାଖାର ସଭାପତି ଭାବରେ କାର୍ଯ୍ୟ କରୁଛନ୍ତି ।[3]
ପ୍ରସନ୍ନ ଆଚାର୍ଯ୍ୟ | |
---|---|
ରାଜ୍ୟ ସଭା ସାଂସଦ[1] | |
Incumbent | |
Assumed office ୨ ଜୁଲାଇ ୨୦୧୬ | |
ପୂର୍ବ ଅଧିକାରୀ | ପ୍ରିୟମୋହନ ମହାପାତ୍ର, ସ୍ୱାଧୀନ |
ଓଡ଼ିଶାର ଅର୍ଥ ମନ୍ତ୍ରୀ, ଉପ-ଅଧକ୍ଷ, ବିଜେଡି | |
ପୂର୍ବ ଅଧିକାରୀ | ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ |
ନିର୍ବାଚନ ମଣ୍ଡଳୀ | ରେଢ଼ାଖୋଲ |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ବରଗଡ଼, ଓଡ଼ିଶା | ୮ ଅଗଷ୍ଟ ୧୯୪୯
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ବିଜୁ ଜନତା ଦଳ |
ଜୀବନ ସାଥୀ | ଚାରୁଶୀଳା ଆଚାର୍ଯ୍ୟ |
ସନ୍ତାନ | ଲିସା ଆଚାର୍ଯ୍ୟ, ଲୋପା ଆଚାର୍ଯ୍ୟ |
ଘର | ବରଗଡ଼, ଓଡ଼ିଶା |
ପ୍ରସନ୍ନ ଆଚାର୍ଯ୍ୟ ୧୩ଶ ଲୋକ ସଭା[4] ଏବଂ ୧୪ଶ ଲୋକ ସଭାର ଜଣେ ସଦସ୍ୟ ଥିଲେ ।[5] ସେ ସମ୍ବଲପୁର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ପ୍ରତିନିଧିତ୍ୱ କରୁଥିଲେ । ପ୍ରସନ୍ନ ଓଡ଼ିଶା ବିଧାସଭାରେ ଅର୍ଥମନ୍ତ୍ରୀ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ।
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.