From Wikipedia, the free encyclopedia
ପାକାରାଇମା ପାହାଡ଼ (ଇଂରାଜୀ: Pacaraima Mountains, ସ୍ପେନ ଭାଷା: Sierra Pacaraima) ଦକ୍ଷିଣ ଆମେରିକାର ଗୟାନା ଦେଶରେସ୍ଥିତ ଏକ ପର୍ବତମାଳା ଅଟେ । ଏହା ପୂର୍ବରୁ ପଶ୍ଚିମରେ 800 କିମି ପର୍ଯ୍ୟନ୍ତ ଗତିକରିଛି ଏବଂ 2,810 ମିଟର (1,220 ଫୁଟ) ଲମ୍ବା ରୋରାଇମା ପର୍ବତ (Mount Roraima) ଏହାର ସବୁଠାରୁ ଉଚ୍ଚ ପାହାଡ଼ ଅଟେ ଅଟେ । ଏହା ଗୟାନର ବ୍ରାଜିଲର "ବେନେଜୁଏଲ" ସହିତ ଲାଗିଥିବା ଅନ୍ତରାଷ୍ଟ୍ରୀୟ ସୀମାର ସମୀପ ଅଟେ । ପାକାରାଇମା ପାହାଡ଼ର ଶ୍ରେଣୀଗୁଡ଼ିକ ଉତ୍ତରରେସ୍ଥିତ ଓରିନୋକୋ ନଦୀର ଘାଟୀକୁ ନିଜଠାରୁ ଦକ୍ଷିଣରେସ୍ଥିତ ଆମେଜୋନ ନଦୀର କ୍ଷେତ୍ରରେ ବାଣ୍ଟିହୋଇଥାଏ ।[1]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.