ଏହା ଏକ ଔଷଧ ଯାହା ଆଟୋପିକ୍ ଡର୍ମାଟାଇଟିସ୍ (ଏକଜେମା) ଏବଂ ସୋରିଆସିସ୍ ରୋଗମାନଙ୍କର ଚିକିତ୍ସା ପାଇଁ ବ୍ୟବହୃତ ହୁ From Wikipedia, the free encyclopedia
ପାଇମେକ୍ରୋଲିମସ (ଇଂରାଜୀ ଭାଷାରେ Pimecrolimus), ବେପାର ନାମ ଏଲିଡେଲ ହେଉଛି ଏକ ଔଷଧ ଯାହା ଆଟୋପିକ୍ ଡର୍ମାଟାଇଟିସ୍ (ଏକଜେମା) ଏବଂ ସୋରିଆସିସ୍ ରୋଗମାନଙ୍କର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[1] [2] ଟପିକାଲ୍ କର୍ଟିକୋଷ୍ଟେରଏଡ ପରେ ଚିକିତ୍ସାର ଏହା ଦ୍ୱିତୀୟ ଧାଡ଼ିର ଔଷଧ ।[1] ଏହା ଚର୍ମରେ କ୍ରିମ୍ ଭାବରେ ପ୍ରୟୋଗ କରାଯାଏ ।[1]
Clinical data | |
---|---|
Trade names | Elidel |
AHFS/Drugs.com | monograph |
Pregnancy category |
|
Routes of administration | topical |
ATC code |
|
Legal status | |
Legal status |
|
Pharmacokinetic data | |
Bioavailability | low systemic absorption |
Protein binding | 74%–87% |
Metabolism | Hepatic CYP3A |
Identifiers | |
IUPAC name
| |
CAS Number | |
PubChem CID | |
DrugBank | |
ChemSpider | |
UNII | |
ChEMBL | |
ECHA InfoCard | 100.124.895 |
Chemical and physical data | |
Formula | C43H68ClNO11 |
Molar mass | ୮୧୦.୪୬ g·mol−1 |
3D model (JSmol) | |
SMILES
| |
InChI
| |
(what is this?) (verify) |
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଚର୍ମ ପ୍ରତିକ୍ରିୟା, ମୁଣ୍ଡବିନ୍ଧା ଏବଂ କାଶ ହୋଇପାରେ ।[1] ଅନ୍ୟାନ୍ୟ ଚିନ୍ତା ଜନକ ପ୍ରତିକ୍ରିୟା ମଧ୍ୟରେ କର୍କଟ ଏବଂ ସଂକ୍ରମଣ ଅନ୍ତର୍ଭୁକ୍ତ ହୋଇପାରେ ।[1] ଗର୍ଭାବସ୍ଥାରେ ଏହା ବ୍ୟବହାର କରିବାକୁ ସୁପାରିଶ କରାଯାଏ ନାହିଁ ।[2] ଏହା ଏକ କାଲସିନ୍ୟୁରିନ ଇନହିବିଟର ।[1]
୨୦୦୧ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ଏହା ବ୍ୟବହାର କରିବା ପାଇଁ ଅନୁମୋଦିତ ହୋଇଥିଲା ।[1] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ୩୦ ଗ୍ରାମ ଟ୍ୟୁବର ମୂଲ୍ୟ ପ୍ରାୟ ୨୦ ଡଲାର ଅଟେ ।[2] ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ମୂଲ୍ୟ ପ୍ରାୟ ୭୦ ଡଲାର ଅଟେ ।[3]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.