ରାସାୟନିକ ଦ୍ରବ୍ୟ From Wikipedia, the free encyclopedia
ନାଟାମାଇସିନ ଅନ୍ୟ ନାମ ପିମାରିସିନ (ଇଂରାଜୀ ଭାଷାରେ Natamycin/ pimaricin) ଏକ କବକ ବିରୋଧୀ (antifungal medication) ଔଷଧ ଯାହା କବକ ସଂକ୍ରମଣର (fungal infections) ଚିକିତ୍ସାରେ ଦିଆଯାଏ ।[1][2] ଆଖି ପତା, (eyelids), ନେତ୍ରାବରଣ ଓ କର୍ନିଆ (cornea) ଇତ୍ୟାଦିର କବକ ସଂକ୍ରମଣରେ ଏହା ଦିଆଯାଏ ।[1] ଆଖି ଡ୍ରପ eyedrops ଆକାରରେ ପକାଯାଏ ।[1] ସଂରକ୍ଷଣକାରୀ (preservative) ଭାବରେ ନାଟାମାଇସିନ ଖାଦ୍ୟ କାରଖାନାରେ ବ୍ୟବହାର କରାଯାଏ ।[2]
Clinical data | |
---|---|
Trade names | Natacyn, others |
AHFS/Drugs.com | monograph |
Routes of administration | Eye drops[1] |
ATC code | |
Identifiers | |
IUPAC name
| |
CAS Number | |
PubChem CID | |
DrugBank | |
ChemSpider | |
UNII | |
KEGG | |
ChEMBL | |
E number | E235 (preservatives) |
ECHA InfoCard | 100.028.803 |
Chemical and physical data | |
Formula | C33H47NO13 |
Molar mass | 665.725 g/mol |
3D model (JSmol) | |
Density | 1.35 g/ml g/cm3 |
Melting point | Darkens at ±200 °C with vigorous decomposition at 280-300 °C |
Solubility in water | 0.39 mg/ml |
SMILES
| |
InChI
|
ଆଲର୍ଜି ପ୍ରତିକ୍ରିୟା (Allergic reactions ହୋଇପାରେ ।[1] It is unclear if medical use during ଗର୍ଭାବସ୍ଥା ଓ ସ୍ତନ୍ୟପାନ en:breastfeeding ସମୟରେ ଏହା ନିରାପଦ କି ନୁହେଁ, ତାହା ସ୍ପଷ୍ଟ ହୋଇନାହିଁ ।[1] ଏହା ମାକ୍ରୋଲାଇଡ (macrolide) ଓ ପୋଲିନ ଆଣ୍ଟିମାଇକୋଟକ (polyene) ଶ୍ରେଣୀର ଏକ ଔଷଧ । [1] କୋଷ ପରଦା (cell membrane) ପରିବର୍ତ୍ତନ କରି ଏହା ଫଙ୍ଗିସାଇଡ (କବକ) ମୃତ୍ୟୁ କରାଏ ।[1]
ସନ ୧୯୫୫ରେ ନାଟାମାଇସିନ ଆବିଷ୍କୃତ ଓ ସନ ୧୯୭୮ରେ ଡାକ୍ତରୀ ବ୍ୟବହାର ନିମନ୍ତେ ଯୁକ୍ତରାଷ୍ଟ୍ର ଆମେରିକାରେ ସ୍ୱୀକୃତ ହୋଇଥିଲା ।[1][2] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[3] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ୫ ମି:ଲି: ବୋତଲର କ୍ରୟ ମୂଲ୍ୟ ୯୨.୯୦ରୁ ୧୨୬.୭୨ ଆମେରିକୀୟ ଡଲାର ।[4] ସ୍ଟ୍ରପ୍ଟୋମାଇସେସ ନାଟାଲିଏନସିସ (Streptomyces natalensis) ଜୀବାଣୁର ଫରମେଣ୍ଟେସନ fermentation କରି ଏହି ଔଷଧ ପ୍ରସ୍ତୁତ କରାଯାଏ ।[1]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.